Clinical data | |
---|---|
Pronunciation | /eɪˌnɪdjʊləˈfʌndʒɪn/ ay-NID-yuu-LƏ-FUN |
Trade names | Eraxis, Ecalta, others |
Synonyms | (4R,5S)-4,5-Dihydroxy-N2-[[4''-(pentyloxy)-p-terphenyl-4-yl]carbonyl]-L-ornithyl-L-threonyl-trans-4-hydroxy-L-prolyl-(S)-4-hydroxy-4-(p-hydroxyphenyl)-L-threonyl-L-threonyl-(3S,4S)-3-hydroxy-4-methyl-L-proline cyclic (6→1)-peptide[୧] 1-[(4R,5R)-4,5-Dihydroxy-N2-[[4''-(pentyloxy)[1',1':4',1''-terphenyl]-4-yl]carbonyl]-L-ornithine]echinocandin B[୨] |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | 100% (intravenous use only) |
Protein binding | Extensive (>99%) |
Metabolism | Liver metabolism not observed, CYP system not involved |
Elimination half-life | 27 hours; 40–50 hours (terminal) |
Excretion | Feces (~30%), urine (<1%) |
Identifiers | |
| |
ECHA InfoCard | 100.184.856 |
Chemical and physical data | |
Formula | C58H73N7O17 |
Molar mass | ୧,୧୪୦.୨୫ g·mol−1 |
3D model (JSmol) | |
| |
| |
(verify) |
ଆନିଡୁଲାଫଙ୍ଗିନ, ଅନ୍ୟମାନଙ୍କ ମଧ୍ୟରେ ବେପାର ନାମ ଏରାକ୍ସିସ୍ ଏବଂ ଇକାଲଟା, ହେଉଛି ଏକ କବକବିରୋଧୀ (ଆଣ୍ଟିଫଙ୍ଗାଲ୍) ଔଷଧ ଯାହା ଆକ୍ରମଣକାରୀ କାଣ୍ଡିଡିଆସିସ୍ ଏବଂ ଏସୋଫେଜିଆଲ କ୍ୟାଣ୍ଡିଡିଆସିସ୍ ରୋଫମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] [୪] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ। | [୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ଏବଂ କମ୍ ପୋଟାସିୟମ୍ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆନାଫାଇଲକ୍ସିସ୍ ହୋଇପାରେ । [୪] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୪] ଏହା ଏକ ଇକିନୋକାଣ୍ଡିନ ଏବଂ କବକ କୋଷ ପ୍ରାଚୀରର ଏକ ଉପାଦାନ ଉତ୍ପାଦନରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୋଇଥାଏ (1 → 3) -β- <small id="mwJQ">D-</small> ଗ୍ଲୁକାନ୍ । [୩]
୨୦୦୬ ମସିହାରେ ଆମେରିକାରେ ଏବଂ ୨୦୦୭ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆନିଡୁଲାଫଙ୍ଗିନ ଅନୁମୋଦିତ ହୋଇଥିଲା। [୪] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୫] ମିକାଫଙ୍ଗିନର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି । [୬] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ଔଷଧର ମୂଲ୍ୟ ପ୍ରାୟ ୩୦୦ ପାଉଣ୍ଡ ଅଟେ। [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୦୦ ଡଲାର ଅଟେ। [୭]