Archaeodontosaurus ଜୀବାଶ୍ମ କାଳ: Middle Jurassic
| |
---|---|
Tooth - multiple views of same specimen | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Sauropsida |
ଗଣ: | Saurischia |
ଉପଗଣ: | Sauropodomorpha |
ଅବଗଣ: | Sauropoda |
ପ୍ରଜାତି: | Archaeodontosaurus |
ଜାତି: | A. descouensi |
ବାଇନୋମିଆଲ ନାମ | |
Archaeodontosaurus descouensi Buffetaut, 2005
|
ଆର୍କିଓଡଣ୍ଟୋସରସ୍ (ଅର୍ଥ ପୁରାତନ ଦନ୍ତବିଶିଷ୍ଟ ସରୀସୃପ) ମଧ୍ୟ ଜୁରାସିକ ଯୁଗର ସରୋପଡ ଡାଇନୋସରର ଗୋଟେ ପ୍ରଜାତି | ଏହାର ଜୀବାଶ୍ମ ଆଫ୍ରିକାର ମାଡାଗାସ୍କାରରୁ ମିଳିଥିଲା | ଏହି ଜୀବାଶ୍ମ ନମୁନା Archaeodontosaurus descouensiକୁ ସେପ୍ଟେମ୍ବର ୨୦୦୫ରେ ବର୍ଣ୍ଣନା କରାଯାଇଥିଲା | ଏହାର ଜାତିର ନାଁ ଏହାର ଆବିଷ୍କର୍ତ୍ତା ଡିଡିଏର ଡେସ୍କୋଏନ୍ସଙ୍କ ନାମାନୁସାରେ ହୋଇଛି | ଏହା ବୋଧହୁଏ ଗୋଟେ ସରୋପଡ୍ | [୧]
ଏହି ଡାଇନୋସର-ସମ୍ପର୍କିତ ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |