Clinical data | |
---|---|
Trade names | Ninlaro |
Synonyms | Ixazomib citrate, MLN2238 |
AHFS/Drugs.com | monograph |
MedlinePlus | a616008 |
data | |
Pregnancy category |
|
Routes of administration | By mouth (capsules) |
Legal status | |
Legal status |
|
Pharmacokinetic data | |
Bioavailability | 58%[୧] |
Protein binding | 99% |
Metabolism | Hepatic (CYP: 3A4 (42%), 1A2 (26%), 2B6 (16%) and others) |
Elimination half-life | 9.5 days |
Excretion | Urine (62%), faeces (22%) |
Identifiers | |
| |
ECHA InfoCard | 100.238.319 |
Chemical and physical data | |
Formula | C14H19BCl2N2O4 |
Molar mass | ୩୬୧.୦୩ g·mol−1 |
3D model (JSmol) | |
| |
|
ଇକ୍ସାଜୋମିବ (ଇଂରାଜୀ ଭାଷାରେ Ixazomib), ନିନଲାରୋ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମଲ୍ଟପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅନ୍ୟାନ୍ୟ ଚିକିସ୍ଥାର ବିଫଳ ହୋଇଥିଲେ ଲେନାଲିଡୋମାଇଡ ଏବଂ ଡେକ୍ସାମେଥାଜୋନ ସହିତ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରଳ ଝାଡ଼ା, କୋଷ୍ଠକାଠିନ୍ୟ, କମ୍ ପ୍ଲାଟେଲେଟ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ପ୍ରାନ୍ତୀୟ ନ୍ୟୁରୋପାଥି, ବାନ୍ତି ଏବଂ ଫୁଲା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ପ୍ରୋଟିଆସମ ଇନହିବିଟର ଏବଂ ଏହା ଜୀବକୋଷଗୁଡ଼ିକରେ ପ୍ରୋଟିନ୍ ଭାଙ୍ଗିବା ପ୍ରତିରୋଧ କରିବାଦ୍ୱାରା କାର୍ଯ୍ୟକ୍ଷମ ହୁଏ ।[୨]
୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୬ରେ ୟୁରୋପରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଇକ୍ସାଜୋମିବ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଜ୍ୟରେ ୨୦୨୧ ସପ୍ତାହ ସୁଦ୍ଧା ୪ ସପ୍ତାହର ଚିକିତ୍ସାରେ ପ୍ରାୟ ୬,୩୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୧,୪୦୦ ଡଲାର ଅଟେ ।[୫]