ଉତ୍ତମ ମହାନ୍ତି
ଅଭିମାନ କଥାଚିତ୍ର ପୋଷ୍ଟରରେ ଉତ୍ତମ ମହାନ୍ତି
ଜନ୍ମ (1958-12-23 ) ୨୩ ଡିସେମ୍ବର ୧୯୫୮ (ବୟସ ୬୫) [ ୧] ବୃତ୍ତି ଅଭିନେତା ସକ୍ରିୟ ବର୍ଷ ୧୯୮୦- ଏବେ ଯାଏଁ ବୈବାହିକ-ସାଥୀ ଅପରାଜିତା ମହାନ୍ତି ସନ୍ତାନ ବାବୁଶାନ୍
ଉତ୍ତମ ମହାନ୍ତି ଭାରତର ଓଡ଼ିଶାରେ ଥିବା ଓଡ଼ିଆ ସିନେମା ଜଗତର ଜଣେ ଅଭିନେତା ।[ ୩] [ ୪] ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[ ୫]
ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ନେଇଥିଲେ ।[ ୬] ସେ ସର୍ବମୋଟ ୧୩୫ଟି ଓଡ଼ିଆ , ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।[ ୭]
ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ଜଣେ ଅଭିନେତା । [ ୮]
୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ ।[ ୯] [ ୧୦] ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କଲେ ।[ ୧୧]
↑ "Bhubaneswar City-Entertainment,oriya actor Uttam Mohanty,Profile of Uttam Mohanty" . mybhubaneswarcity.com . 2012. Retrieved 30 June 2012 . Birth Date- 23 rd Dec 1958 [permanent dead link ]
↑ "Uttam Mohanty Biography, Uttam Mohanty Biodata" . moviespad.com . 2012. Retrieved 30 June 2012 . His native town is in Baripada, Mayurbhanj district.
↑ "Uttam Mohanty: Latest News, Photos and Videos, Fan Club, Profile - ebharat.IN" . ebharat.in . 2012. Archived from the original on 5 March 2016. Retrieved 30 June 2012 . Uttam Mohanty is one of the most popular Ollywood stars in the state of Orissa in India.
↑ "uttam mohanty" . orissadiary.com . 2012. Archived from the original on 18 May 2012. Retrieved 30 June 2012 . Uttam Mohanty is one of the most popular Ollywood star
↑ "ପୁନରୁଦ୍ଧାର ହେବ 'ଅଭିମାନ' " . Sambad (in ଆମେରିକୀୟ ଇଂରାଜୀ). 2018-09-15. Retrieved 2019-08-18 .
↑ "Uttam Mohanty(Oriya: ଉତ୍ତମ୍ ମହାନ୍ତି ) - Ollywood" . ollywood.wikidot.com . 2012. Retrieved 30 June 2012 . Uttam Mohanty was born in place called Balrampur in Bihar
↑ "Uttam Mohanty Biography | Uttam Mohanty on Facebook, Twitter, IMDB, Wikipedia | Uttam Mohanty Profile, Gallery and Videos" . indiaeveryday.in . 2012. Retrieved 30 June 2012 . He has to his credit more than 135 Odia films to date and has acted in 30 Bengali films and in the only Hindi film naya Jahar [permanent dead link ]
↑ "Uttam Mohanty" . entertainment.indianetzone.com . 2008. Archived from the original on 2 February 2012. Retrieved 30 June 2012 . After doing along with the Oriya film actress Aparajita Khan, he got married to her and they have a son named Tanmay Mohanty(Babusan)
↑ "Uttam Mohanty - A Living Legend of Oriya Cinema" . orissaspider.com . Archived from the original on 20 August 2012. Retrieved 30 June 2012 . So his first debut was the movie 'Abhimaan' in 1977
↑ "ଏହି ସିନେମାରେ ପ୍ରଥମେ ଏକାଠି ଆସିଥିଲେ ପ୍ରଶାନ୍ତ ଓ ଉତ୍ତମ" . ସମ୍ବାଦ . 29 August 2017. Archived from the original on 2 September 2017. Retrieved 30 August 2017 .
↑ "ଅଭିନୟ ପାଇଁ ଭାଇ ରାଜି ନଥିଲେ: ଉତ୍ତମ ମହାନ୍ତି" . sambad.in . 20 April 2018. Retrieved 6 June 2018 .
↑ "Odisha Living Legend Award conferred on Super Star Uttam Mohanty, Oriya Orbit" . orissadiary.com . 2012. Archived from the original on 24 March 2013. Retrieved 21 January 2013 . OdishaDiary (Orissadiary.com) conferred Odisha Living Legend Award 2012 on Uttam Mohanty.
↑ "The Hindu : Other States / Orissa News : FitFat-2008 award for Uttam Mohanty" . hindu.com . 2008. Archived from the original on 15 March 2014. Retrieved 21 January 2013 . Uttam Mohanty, has been selected for this year's 'FitFat Bioscope" award.
Persondata
Name
Mohanty, Uttam
Alternative names
Short description
Actor
Date of birth
Place of birth
Balrampur , Bihar , India
Date of death
Place of death