ଓଡ଼ | |
---|---|
ଓଡ଼କୀ | |
اوڏڪِي | |
Native to | India, Pakistan |
ଅଞ୍ଚଳ | Sindh, southern Punjab, Gujarat, Haryana, New Delhi, Rajasthan |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । |
Indo-European
| |
ଭାଷା କୋଡ୍ | |
ISO ୬୩୯-୩ | odk |
ଗ୍ଲୋଟୋଲୋଗ | oddd1238 |
ଓଡ଼ ଭାଷା କିମ୍ବା ଓଡ଼କୀ ଭାଷା ନାମରେ ମଧ୍ୟ ଜଣାଶୁଣା, ଭାରତ ଏବଂ ପାକିସ୍ତାନର ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଅଟେ । ଗୁଜୁରାଟ, ରାଜସ୍ଥାନ, ହରିୟାଣା, ନୂଆଦିଲ୍ଲୀ, ପଞ୍ଜାବ ଏବଂ ସିନ୍ଧିରେ ପ୍ରାୟ ୨ ନିୟୁତ ଲୋକ ଏହି ଭାଷାର ବ୍ୟବହାର କରନ୍ତି । ଏହି ଭାଷାର ମରାଠୀ ଭାଷା ସହିତ ସମାନତା ରହିଛି । ଗୁଜୁରାଟର ବୈଶିଷ୍ଟ୍ୟ ସମେତ ଏହି ଭାଷାକୁ ମାରୱାରୀ ଏବଂ ପଞ୍ଜାବୀ ଭାଷାର ଗ୍ରହଣୀୟ କରାଯାଇଛି । ସିନ୍ଧି ଶୈଳୀରେ ପାର୍ସୀ-ଆରବୀ ସ୍କ୍ରିପ୍ଟରେ ଓଡ଼କୀ ଭାଷା ବର୍ଣ୍ଣନା କରାଯାଇଛି ।
ପାକିସ୍ତାନରେ ଭାଷା ସଂରକ୍ଷଣ କରିବାକୁ ଚେଷ୍ଟା କରୁଥିବା ଗୋଷ୍ଠୀ ମଧ୍ୟରେ ଓଡ଼କୀ ରାକ୍ରାହଙ୍ଗା ଏବଂ OLCDO ଅନ୍ତର୍ଭୁକ୍ତ ।[୧][୨] ୧୯୯୮ ମସିହାରେ ପ୍ରାୟତଃ ୫୦,୦୦୦ ଲୋକ ଓଡ଼ ଭାଷାକୁ ମାତୃଭାଷା ଭାବରେ ବ୍ୟବହାର କରିଥିଲେ । ୨୦୦୪ ମସିହାରେ ଓଡ଼ ଭାଷାର ସ୍ପିକର ସଂଖ୍ୟା ପ୍ରାୟ ୫୮,୪୦୦ ଲୋକ ବୋଲି ଆକଳନ କରାଯାଇଥିଲା । ଭାଷା ବର୍ଗୀକରଣ ଅନୁଯାୟୀ, ଓଡ଼ ଭାଷା କିଆର୍ଯ୍ୟନ ଗୋଷ୍ଠୀର ଅଟେ ।