କାଲସିପୋଟ୍ରିଓଲ |
 |
|
Trade names | Daivonex, Dovonex, Sorilux, others |
---|
AHFS/Drugs.com | monograph |
---|
MedlinePlus | a608018 |
---|
Pregnancy category |
- AU: B3
- US: C (Risk not ruled out)
|
---|
Routes of administration | Topical |
---|
|
Legal status |
|
---|
|
Bioavailability | 5 to 6% |
---|
Metabolism | Liver |
---|
Excretion | Biliary |
---|
|
- (1R,3S,5E)-5-{2-[(1R,3aS,4Z,7aR)-1-[(2R,3E)-5-cyclopropyl-5-hydroxypent-3-en-2-yl]-7a-methyl-octahydro-1H-inden-4-ylidene]ethylidene}-4-methylidenecyclohexane-1,3-diol
|
ECHA InfoCard | 100.119.473  |
---|
|
Formula | C27H40O3 |
---|
Molar mass | ୪୧୨.୬୧ g·mol−1 |
---|
3D model (JSmol) | |
---|
O[C@@H]1CC(\C(=C)[C@@H](O)C1)=C\C=C2/CCC[C@]4([C@H]2CC[C@@H]4[C@@H](/C=C/[C@@H](O)C3CC3)C)C
|
InChI=1S/C27H40O3/c1-17(6-13-25(29)20-8-9-20)23-11-12-24-19(5-4-14-27(23,24)3)7-10-21-15-22(28)16-26(30)18(21)2/h6-7,10,13,17,20,22-26,28-30H,2,4-5,8-9,11-12,14-16H2,1,3H3/b13-6+,19-7+,21-10-/t17-,22-,23-,24+,25-,26+,27-/m1/s1 YKey:LWQQLNNNIPYSNX-UROSTWAQSA-N Y
|
|
କାଲସିପୋଟ୍ରିଓଲ, ଯାହାକି କାଲସିପୋଟ୍ରିଏନ ଭାବରେ ମଧ୍ୟ ଜଣାଶୁଣା, ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ । [୧] ଏହା ଚର୍ମରେ ପ୍ରୟୋଗ କରାଯାଏ । [୧] ଏହା ବିଟାମେଥାଜୋନ ସହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ହୁଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଉତ୍ତେଜନା, କୁଣ୍ଡେଇ ହେବା ଏବଂ ସୋରିଆସିସ ରୋଗ ଖରାପ ଦିଗକୁ ଯିବା ସମ୍ଭାବନା ଥାଏ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଲ୍ଟ୍ରାଭାୟୋଲେଟ ବିକିରଣ ଏବଂ ଉଚ୍ଚ କ୍ୟାଲସିୟମ ପ୍ରତି ସମ୍ବେଦନଶୀଳତା ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ଭିଟାମିନ୍ ଡିର ଅନ୍ୟ ଏକ ରୂପ କାଲସିଟ୍ରିଓଲର ଏକ ଉତ୍ପାଦନ । [୨]
କାଲସିପୋଟ୍ରିଓଲ ୧୯୮୫ରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ 1୧୯୯୧ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ଗ୍ରାମ ଔଷଧର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[୪]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Calcipotriene Monograph for Professionals". Drugs.com (in ଇଂରାଜୀ). Archived from the original on 26 July 2017. Retrieved 29 December 2021.
- ↑ "Calcipotriol". SPS - Specialist Pharmacy Service. 28 April 2015. Archived from the original on 11 October 2021. Retrieved 29 December 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 452. ISBN 9783527607495. Archived from the original on 2021-01-22. Retrieved 2021-03-03.
- ↑ ୪.୦ ୪.୧ "Calcipotriene Prices, Coupons & Savings Tips - GoodRx". GoodRx. Archived from the original on 25 October 2016. Retrieved 29 December 2021.