ପରଷା | ପାର୍ଶ୍ୱ ଖାଦ୍ୟ |
---|---|
ମୂଳ ସ୍ଥାନ | ଇଣ୍ଡୋନେସିଆ |
ଅଞ୍ଚଳ ବା ରାଜ୍ୟ | ମଧ୍ୟ ଜାଭା |
ଆରମ୍ଭ | ମଧ୍ୟ ଜାଭା |
ପରଷିବା ଉତ୍ତାପ | ପ୍ରାୟତଃ ମୁଖ୍ୟ ଖାଦ୍ୟ ସହିତ ପରୋସା ଯାଏ |
ମୁଖ୍ୟ ଉପାଦାନ | ପରିବା ସିଝା ସାଲଡ, ଖଣ୍ଡ ଖଣ୍ଡ ନଡ଼ିଆ ମସଲା |
କୁଲୁବାନ ମଧ୍ୟ ଜାଭାର ଏକ ପାରମ୍ପରିକ ଖାଦ୍ୟ ଅଟେ ।[୧] 'କୁଲୁବାନ"କୁ ଶାକାହାରୀ ଭୋଜନ ପାଇଁ କିମ୍ବା ପାର୍ଶ୍ୱ ଖାଦ୍ୟରେ ସାଲଡ ରୂପେ ଖିଆଯାଏ । "କୁଲୁବାନ" ପ୍ରାଚୀନ ଜାଭାନିଜ୍ ବ୍ୟଞ୍ଜନରୁ ଏକ ଅଟେ, କାରଣ ଏହାର ଉଲ୍ଲେଖ ୯ [୧୯ ଶତାବ୍ଦୀ ସି.ଇ] ପାଖାପାଖି ମେଦାଙ୍ଗ ସାମ୍ରାଜ୍ୟର ଶିଳାଲେଖରେ ।[୨]
{{cite web}}
: Cite has empty unknown parameter: |1=
(help)
{{cite news}}
: CS1 maint: unrecognized language (link)