ଜଗଦୀଶ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗୋରୁମହିଷାଣି, ମୟୂରଭଞ୍ଜ ଜିଲ୍ଲା | ୧୭ ଫେବୃଆରୀ ୧୯୫୧
ମୃତ୍ୟୁ | ୨୯ ଡିସେମ୍ବର ୨୦୧୩ ବେଲପାହାଡ଼, ଓଡ଼ିଶା | (ବୟସ ୬୨)
ବୃତ୍ତି | ଔପନ୍ୟାସିକ, ଗାଳ୍ପିକ, କବି, ପ୍ରାବନ୍ଧିକ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ସୁନା ଇଲିସି, କନିଷ୍କ କନିଷ୍କ |
ପୁରସ୍କାର | ଶାରଳା ପୁରସ୍କାର, |
ଜୀବନସାଥୀ | ସରୋଜିନୀ ସାହୁ |
ଜଗଦୀଶ ମହାନ୍ତି (୧୭ ଫେବୃଆରୀ ୧୯୫୧[୧] - ୨୯ ଡିସେମ୍ବର ୨୦୧୩)[୨] ଜଣେ ଓଡ଼ିଆ ଲେଖକ,[୩] ଓଡ଼ିଆ ଗଳ୍ପରେ ନୂଆ ଧାରାର ଆବାହକ ଭାବରେ ସେ ପରିଚିତ ଥିଲେ।
ସେ ଓଡ଼ିଆ ଲେଖିକା ସରୋଜିନୀ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।[୪]
{{cite web}}
: Check date values in: |accessdate=
(help)