ଜୟପୁର ବିମାନ ବନ୍ଦର , ((IATA: PYB, ICAO: VEJP) ଭାରତୀୟ ରାଜ୍ୟ ଓଡ଼ିଶାର ଜୟପୁର ସହରଠାରୁ ଉତ୍ତର-ପଶ୍ଚିମ ଦିଗରେ ୩ କିଲୋମିଟର ଦୂରରେ ଅବସ୍ଥିତ । ଏହାର ରନୱେ ୧୯୬୨ ମସିହାରେ ନିର୍ମିତ ହେଇଥିଲା । ଏହା ନିକଟରେ ହିନ୍ଦୁସ୍ତାନ ଏରୋନଟିକ ଲିମିଟେଡ (HAL)ର କାରଖାନା ସୁନାବେଡ଼ାଠାରେ[୧] ୧୯୮୦ରେ ସ୍ଥାପିତ ହେଇଥିଲା । ଏହି ବିମାନ ବନ୍ଦରରୁ 'ବାୟୁଦୂତ " ପ୍ରତ୍ୟହ ଭୁବନେଶ୍ୱରରୁ ବିଶାଖାପାଟଣା[୨]କୁ ଏହି ବିମାନ ବନ୍ଦର ଦେଇ ବିମାନ ଚଳାଚଳ କରିଥାଏ ।
ବିମାନବନ୍ଦରଟି ୬୦ ଏକର ପରିମିତ ସ୍ଥାନରେ ନିର୍ମିତ । ଏହାର ପରିବର୍ଦ୍ଧନ[୧] କାମ ପାଇଁ ଆହୁରି ୩୧୦ ଏକର ସ୍ଥାନର ବ୍ୟବସ୍ଥା କରାଯାଉଛି । ଓଡ଼ିଶା ସରକାର ଏହି ବିମାନ ବନ୍ଦରର[୩] ଉନ୍ନୟନ ପାଇଁ ୬ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ।
{{cite news}}
: More than one of |accessdate=
and |access-date=
specified (help)
{{cite news}}
: More than one of |accessdate=
and |access-date=
specified (help)
{{cite news}}
: More than one of |accessdate=
and |access-date=
specified (help)