![]() | |
![]() | |
Clinical data | |
---|---|
Trade names | Kerydin |
Synonyms | AN2690 |
AHFS/Drugs.com | monograph |
MedlinePlus | a614049 |
Pregnancy category |
|
Routes of administration | Topical |
Legal status | |
Legal status |
|
Identifiers | |
| |
ECHA InfoCard | 100.218.130 |
Chemical and physical data | |
Formula | C7H6BFO2 |
Molar mass | ୧୫୧.୯୩ g·mol−1 |
3D model (JSmol) | |
| |
|
ଟାଭାବୋରୋଲ (ଇଂରାଜୀ ଭାଷାରେ Tavaborole), କେରିଡିନ ବ୍ରାଣ୍ଡ ଏହାର ଏକ ବେପାର ନାମ, ହେଉଛି ଏକ କବକରୋଧୀ ଔଷଧ ଯାହା ନଖରରେ ହେଉଥିବା କବକ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହାକୁ ନଖରେ ପ୍ରୟୋଗ କରି ବ୍ୟବହୃତ ହୁଏ ।[୧] ସାମାନ୍ୟରୁ ମଧ୍ୟମ ରୋଗରେ ଏହାକୁ ବ୍ୟବହାର କରାଯାଏ ।[୨]
ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଉତ୍ତେଜନା ଏବଂ ଏକ ଅନ୍ତର୍ବଦ୍ଧିତ ନଖ ହୋଇପାରେ ।[୧] ଏହା ଏକ ଲିଉସିଲ-ଟିଆରଏନଏ ସିନ୍ଥେଟେଜ ନାମକ ଏଞ୍ଜାଇମକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ଯାହା ଫଙ୍ଗସ୍ ପ୍ରୋଟିନ୍ ତିଆରି କରିବା ପାଇଁ ଆବଶ୍ୟକ ହୁଏ ।[୧]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟାଭାବୋରୋଲକୁ ଅନୁମୋଦନ କରାଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦ ମିମି ଦ୍ରବଣର ମୂଲ୍ୟ ପ୍ରାୟ ୧୬୦୦ ଡଲାର ଅଟେ ।[୪] ଏହା କାନାଡାରେ ମଧ୍ୟ ଉପଲବ୍ଧ କିନ୍ତୁ ୨୦୧୮ ସୁଦ୍ଧା ୟୁରୋପରେ ଉପଲବ୍ଧ ହୋଇ ନଥିଲା ।[୫]
{{cite journal}}
: CS1 maint: unflagged free DOI (link)