![]() | |
Clinical data | |
---|---|
Trade names | Talzenna |
Synonyms | BMN-673 |
AHFS/Drugs.com | monograph |
MedlinePlus | a618070 |
data |
|
Pregnancy category |
|
Routes of administration | By mouth (capsules) |
Legal status | |
Legal status | |
Pharmacokinetic data | |
Protein binding | 74% |
Metabolism | Minimal metabolisation (<30%) |
Elimination half-life | 90 (±58) hrs |
Excretion | 69% in urine, 20% in feces |
Identifiers | |
| |
ECHA InfoCard | 100.249.319 |
Chemical and physical data | |
Formula | C19H14F2N6O |
Molar mass | ୩୮୦.୩୬ g·mol−1 |
3D model (JSmol) | |
| |
|
ଟାଲାଜୋପାରିବ (ଇଂରାଜୀ ଭାଷାରେ Talazoparib), ତାଲାଜେନ୍ନା ଏହାର ବେପାର ନାମ, ହେଉଛି ଏକ କର୍କଟ ବିରୋଧୀ ଔଷଧ ଦିଆଯାଏ ଯେତେବେଳେ ସ୍ତନ କର୍କଟ ବିଆରସିଏ ମ୍ୟୁଟେସନ୍ ସହିତ ଥିବା ମେଟାଷ୍ଟାଟିକ୍ ହୁଏ ଓ ଅନ୍ୟ କୌଣସି ଚିକିତ୍ସା ଆଉ କାମ କରେନି କିମ୍ବା ଉପଯୁକ୍ତ ନୁହେଁ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ନିମ୍ନ ଲାଲ ରକ୍ତ କଣିକା, ଅଇ, କମ୍ ଶ୍ୱେତ ରକ୍ତ କଣିକା ଏବଂ ନିମ୍ନ ପ୍ଲାଟେଲେଟ୍ ହୋଇପାରେ ।[୨] ଅନ୍ୟାନ୍ୟ ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟାରେ ମାୟେଲୋଡିସପ୍ଲାଷ୍ଟିକ ସିଣ୍ଡ୍ରୋମ ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ବୃକ୍କ ଜନିତ ସମସ୍ୟା ଥିଲେ ସ୍ୱଳ୍ପ ମାତ୍ରାର ଔଷଧ ବ୍ୟବହାର କରାଯାଇପାରେ । ଏହା ଏକ ପଲି ଏଡିପି ରାଇବୋଜ ପଲିମେରେଜ (PARP) ପ୍ରତିବନ୍ଧକ ଏବଂ ଡିଏନଏ ମରାମତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟାଲାଜୋପାରିବକୁ ଅନୁମୋଦନ କରାଯାଇଥିଲା ।[୩] [୨] ଯୁକ୍ତରାଷ୍ଟ୍ରରେ ସାଧାରଣ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୬,୦୦୦ ଡଲାର ଥିଲା ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦୦୦ ପାଉଣ୍ଡ ଅଟେ ।[୫]
{{cite book}}
: CS1 maint: date format (link)