![]() | |
![]() | |
Clinical data | |
---|---|
Trade names | Zelnorm, Zelmac |
AHFS/Drugs.com | monograph |
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 10% |
Protein binding | 98% |
Metabolism | Stomach and liver |
Elimination half-life | 11 ± 5 hours |
Excretion | Fecal and Kidney |
Identifiers | |
| |
ECHA InfoCard | 100.158.793 |
Chemical and physical data | |
Formula | C16H23N5O |
Molar mass | ୩୦୧.୩୯ g·mol−1 |
3D model (JSmol) | |
| |
| |
(verify) |
ଟେଗାସେରୋଡ (ଇଂରାଜୀ ଭାଷାରେ Tegaserod), ଅନ୍ୟମାନଙ୍କ ମଧ୍ୟରେ ଜେଲନର୍ମ୍ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ସହିତ କୋଷ୍ଠକାଠିନ୍ୟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। [୧] ଏହା ପାଟିରେ ଦିଆଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ତରଳ ଝାଡ଼ା ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ଘାତ, ଷ୍ଟ୍ରୋକ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[୧] ଏହା ଏକ ୫-ଏଚଟି୪ (5-HT4) ସକ୍ରିୟକାରୀ ଯାହା ଉଭୟ ଅନ୍ତନଳୀ ସଂକୋଚନ ଏବଂ ତାହାଠାରୁ ତରଳ ପଦାର୍ଥ ନିଷ୍କାସନ କରିବାକୁ ସକ୍ରିୟ କରିଥାଏ ।[୧]
୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେଗାସେରୋଡ ଅନୁମୋଦିତ ହୋଇଥିଲା ।[୧] ହୃତ୍ପିଣ୍ଡ ସମ୍ବନ୍ଧୀୟ ଚିନ୍ତାଧାରା ହେତୁ ୨୦୦୭ରେ ଏହାକୁ ବଜାରରୁ ହଟାଇ ଦିଆଯାଇଥିଲା କିନ୍ତୁ ୨୦୧୯ରେ ପୁନର୍ବାର ଅନୁମତି ଦିଆଗଲା ।[୧] ୟୁରୋପରେ ଏହାକୁ ଉଭୟ ୨୦୦୫ ଏବଂ ୨୦୦୬ରେ ଅନୁମୋଦନ ମନା କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୩୬୦ ଡଲାର ଖର୍ଚ୍ଚ ହୋଇଥାଏ ।[୩] ୨୦୨୨ ମସିହାରେ ବାଣିଜ୍ୟିକ କାରଣରୁ ଏହା ବଜାରରୁ ପ୍ରତ୍ୟାହାର କରାଯାଇଥିଲା ।[୪]