ଡାପ୍ରୋଡୁଷ୍ଟାଟ

ଡାପ୍ରୋଡୁଷ୍ଟାଟ
Clinical data
Trade namesDuvroq, Jesduvroq
SynonymsGSK1278863
AHFS/Drugs.commonograph
data
Routes of
administration
By mouth[]
Legal status
Legal status
Identifiers
  • 2-[(1,3-dicyclohexyl-2,4,6-trioxo-1,3-diazinane-5-carbonyl)amino]acetic acid
ECHA InfoCard100.219.426 Edit this at Wikidata
Chemical and physical data
FormulaC19H27N3O6
Molar mass୩୯୩.୪୪ g·mol−1
3D model (JSmol)
  • C3CCCCC3n(c(=O)c1C(=O)NCC(=O)O)c(=O)n(c1O)C2CCCCC2
  • InChI=1S/C19H27N3O6/c23-14(24)11-20-16(25)15-17(26)21(12-7-3-1-4-8-12)19(28)22(18(15)27)13-9-5-2-6-10-13/h12-13,26H,1-11H2,(H,20,25)(H,23,24)
  • Key:NVTKJBXOBFRPLQ-UHFFFAOYSA-N

ଡାପ୍ରୋଡୁଷ୍ଟାଟ (ଇଂରାଜୀ ଭାଷାରେ Daprodustat), ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡୁଭ୍ରକ, ହେଉଛି ଏକ ଔଷଧ ଯାହା କ୍ରନିକ୍ ବୃକ୍‌କ ରୋଗ ଯୋଗୁ ହେଉଥିବା ସ୍ୱଳ୍ପ ଲୋହିତ ରକ୍ତ କଣିକାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେଉଁମାନେ ଚାରି ମାସରୁ ଅଧିକ ସମୟ ଧରି ଡାଏଲିସିସରେ ଅଛନ୍ତି ଏହା ସେମାନଙ୍କ ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[] ଏହା ରକ୍ତଦାନର ଆବଶ୍ୟକତାକୁ ହ୍ରାସ କରିବା ପାଇଁ ବ୍ୟବହୃତ ହୁଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ରକ୍ତ ଜମାଟ ବାନ୍ଧିବା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ ଏବଂ ଉପର ପାକଅନ୍ତନଳୀ ରକ୍ତସ୍ରାବ ହୋଇପାରେ ।[] ବ୍ୟବହାର ମୃତ୍ୟୁ ଆଶଙ୍କା ଅଧିକ ହୋଇପାରେ ।[] ସକ୍ରିୟ କର୍କଟ ରୋଗୀଙ୍କ କ୍ଷେତ୍ରରେ ଏହା ସୁପାରିଶ କରାଯାଏ ନାହିଁ ।[] ଏହା ସିୱାଇପି୨ସି୮ (CYP2C8)କୁ ପ୍ରଭାବିତ କରୁଥିବା ଔଷଧ ସହିତ ପାରସ୍ପରିକ ପ୍ରତିକ୍ରିୟା କରିଥାଏ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ହାଇପୋକ୍ସିଆ-ଇଣ୍ଡ୍ୟୁସିବଲ ଫ୍ୟାକ୍ଟର୍ ପ୍ରୋଲିଲ୍ ହାଇଡ୍ରୋକ୍ସିଲେଜ୍ ଇନହିବିଟର ଯାହା ଏରିଥ୍ରୋପୋଇଏଟିନ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[] []

୨୦୨୦ ମସିହାରେ ଜାପାନ[] ଏବଂ ୨୦୨୩ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡାପ୍ରୋଡୁଷ୍ଟାଟ ଅନୁମୋଦିତ ହୋଇଥିଲା ।[] ବୃକ୍‌କ ରୋଗଦ୍ୱାରା ହେଉଥିବା ସ୍ୱଳ୍ପ ଲାଲ ରକ୍ତ କଣିକା ପାଇଁ ପାଟିରେ ଦିଆଯାଉଥିବା ପ୍ରଥମ ଚିକିତ୍ସା ଅଟେ । [] ପୂର୍ବରୁ ଇଞ୍ଜେକସନ ଆକାରରେ ଦିଆଯାଉଥିବା ଏରିଥ୍ରୋପଏସିସ-ସ୍ଟିମୁଲେଟିଙ୍ଗ ଔଷଧ ବ୍ୟବ‌ହୃତ ହେଉଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Jesduvroq- daprodustat tablet, film coated". DailyMed. 1 February 2023. Archived from the original on 11 February 2023. Retrieved 11 February 2023.
  2. ୨.୦ ୨.୧ Dhillon S (September 2020). "Daprodustat: First Approval". Drugs. 80 (14): 1491–1497. doi:10.1007/s40265-020-01384-y. PMC 7471535. PMID 32880805.
  3. Harris, Emily (15 February 2023). "FDA Approves First Oral Treatment for Kidney Disease–Induced Anemia". Medical News in Brief. JAMA. 329 (9): 704. doi:10.1001/jama.2023.1556. PMID 36790833. Archived from the original on 19 March 2023. Retrieved 3 May 2023.
  4. "Issue 4 - March 1, 2023". www.pbdrx.com. Archived from the original on 30 June 2023. Retrieved 14 May 2023.