ଡ୍ରିମ୍ ଗାର୍ଲ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ଏ. ରମେଶ ପ୍ରସାଦ |
ସଂଳାପ | ରଜନୀ ରଞ୍ଜନ |
କଳାକାର | ସବ୍ୟସାଚୀ ମିଶ୍ର ପ୍ରିୟା ଚୌଧୁରୀ ମିହିର ଦାସ ଅପରାଜିତା ମହାନ୍ତି |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦୦୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଡ୍ରିମ୍ ଗାର୍ଲ, ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏ. ରମେଶ ପ୍ରସାଦ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ପ୍ରିୟା ଚୌଧୁରୀ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ବବି ମିଶ୍ର, ପିଣ୍ଟୁ ନନ୍ଦ, ଜୟୀରାମ ସାମଲ, ଦେବୁ ବୋଷ, ଜିନା ସାମଲ, ସୋଫିଆ ଆଲମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି କଥାଚିତ୍ର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨]
{{cite news}}
: CS1 maint: unrecognized language (link)