ତ୍ରିଧା ଚୌଧୁରୀ |
---|
|
ଜନ୍ମ | |
---|
ଶିକ୍ଷାନୁଷ୍ଠାନ | ସ୍କଟିସ ଚର୍ଚ୍ଚ କଲେଜ, କଲିକତା |
---|
ବୃତ୍ତି | ଅଭିନେତ୍ରୀ |
---|
ସକ୍ରିୟ ବର୍ଷ | ୨୦୧୩–ଏବେଯାଏଁ |
---|
ପ୍ରସିଦ୍ଧି | ଦହଲୀଜ୍ (ଟିଭି ଧାରାବାହିକ) ଆଶ୍ରମ (ୱେଜ୍ ସିରିଜ୍) |
---|
ତ୍ରିଧା ଚୌଧୁରୀ, ଜଣେ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ, ୱେବ୍ ସିରଜ୍, ବଙ୍ଗଳା ତଥା ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି ।[୨] ୨୦୧୧ ମସିହାରେ, ସେ କ୍ଲିନ୍ ଆଣ୍ଡ୍ କ୍ଲିଅର୍ ଟାଇମ୍ସ ଇଣ୍ଡିଆ ଫ୍ରେଶ୍ଫେସ୍ ପୁରସ୍କାର ପାଇଥିଲେ ।[୩] ୨୦୧୩ ମସିହାରେ, ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳା କଥାଚିତ୍ର ମିଶାୱର ରହସ୍ୟ ମୁକ୍ତିଲାଭ କରିଥିଲା । ୨୦୧୬ ମସିହାରେ, ସେ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ହିନ୍ଦୀ ଧାରାବାହିକ ଦହଲୀଜ ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ଆନନ୍ଦ ତିୱାରୀଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ବନ୍ଦିଶ୍ ବଣ୍ଡିଟ ଓ ଏମ୍ଏକ୍ସ ପ୍ଲେୟାର୍ରେ ଷ୍ଟ୍ରିମିଂ ହୋଇଥିବା ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ଆଶ୍ରମରେ କାମ କରିଥିଲେ ।[୪]
ସେ ପଶ୍ଚିମ ବଙ୍ଗର କଲିକତାରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଏମ୍.ପି. ବିର୍ଲା ଫାଉଣ୍ଡେସନ୍ ହାୟର୍ ସେକେଣ୍ଡାରୀ ସ୍କୁଲରେ ପଢ଼ିଥିଲେ ଏବଂ ପରେ ସ୍କଟିସ ଚର୍ଚ୍ଚ କେଲଜରେ ପଢ଼ିଥିଲେ ।[୫] ସେ ଜଣେ ମାଇକ୍ରୋ ବାଇଓଲୋଜିଷ୍ଟ ।[୬]
୨୦୨୦ ମସିହାରେ, ଦି ଟାଇମ୍ସ ଅଫ୍ ଇଣ୍ଡିଆଦ୍ୱାରା କରାଯାଇଥିଲା "ମୋଷ୍ଟ ଡିଜାୟର୍ଏବଲ୍ ଓମେନ୍ ଲିଷ୍ଟ"ରେ ୧୩ ନଂ ସ୍ଥାନରେ ଥିଲେ ।[୭]
Year |
Title |
Role |
Language
|
Notes |
Ref.
|
୨୦୧୩ |
ମିଶାୱର ରହସ୍ୟ |
ରିନି |
ବଙ୍ଗଳା
|
|
|
୨୦୧୪ |
ଜୋଡ଼ି ଲଭ୍ ଦିଲେ ନେ ପ୍ରାଣେ |
ଆହେଲି
|
|
|
ଖାଦ୍ |
ମେଘ୍ନା
|
|
|
୨୦୧୫ |
ସୁର୍ଯ୍ୟ ସୂର୍ଯ୍ୟ |
ସଞ୍ଜନା |
ତେଲୁଗୁ
|
|
[୮]
|
ମେରି କ୍ରିଷମାସ |
ରିୟା |
ବଙ୍ଗଳା
|
|
[୯]
|
୨୦୧୬ |
ଖ୍ୱଟୋ |
ସୋହାଗ
|
|
|
୨୦୧୮ |
ମନସୁକୁ ନାଚିନ୍ଦି |
ନିକିତା |
ତେଲୁଗୁ
|
|
[୮]
|
୨୦୧୯ |
ଶେଷ ଥେକେ ଶୁରୁ |
ଯସ୍ମିନ |
ବଙ୍ଗଳା
|
|
|
୭ |
ପ୍ରିୟା |
ତେଲୁଗୁ/ତାମିଲ
|
|
|
୨୦୨୦ |
ଅନୁକୁନ୍ନାଡ଼ି ଓକାଟି ଅୟିନାଡ଼ି ଓକାଟି |
ତ୍ରିଧା |
ତେଲୁଗୁ
|
|
|
୨୦୨୩
|
ବୁମେରାଙ୍ଗ
|
ରାଧା
|
ବଙ୍ଗଳା
|
|
[୧୦]
|
Year |
Title |
Role |
Language |
Ref.
|
୨୦୨୦
|
ହବା ଗୋବା
|
ନିଜ
|
ହିନ୍ଦୀ
|
|
୨୦୨୨
|
ଆରେଞ୍ଜଡ୍
|
ରିଚା
|
[୧୧]
|
ବର୍ଷ |
ଧାରାବାହିକ |
ଭୂମିକା |
ମନ୍ତବ୍ୟ
|
୨୦୧୬ |
ଦହଲୀଜ |
ସ୍ୱାଧୀନତା ସିହ୍ନା |
|
ବର୍ଷ
|
ସିରିଜ୍
|
ଭୂମିକା
|
୨୦୧୭ |
ସ୍ପଟ୍ଲାଇଟ୍ |
ସାନା ସନ୍ୟାଲ
|
୨୦୧୮
|
ଶେଇ ଜେ ହୋଲୁଦ ପଖି
|
ବୈଦେହୀ
|
ଦୁଲ୍ହା ୱାଣ୍ଟେଡ୍
|
ଆରତୀ
|
୨୦୨୦
|
ଆଶ୍ରମ
|
ବବିତା
|
ଦି ଚାର୍ଗେଶୀତ: ଇନୋସେଣ୍ଟ ଅର୍ ଗିଲ୍ଟି
|
ଅନ୍ତରା
|
ବନ୍ଦିଶ୍ ବଣ୍ଡିଟ
|
ସନ୍ଧ୍ୟା
|
୨୦୨୩
|
ସିନ୍- ୱିସ୍ପର୍ସ ଅଫ୍ ଗିଲ୍ଟି
|
ରୁମି
|
Year
|
Title
|
Singer
|
Ref.
|
୨୦୨୨
|
ଧୋକେବାଜ
|
ଅଫସାନା ଖାନ୍
|
[୧୨]
|
୨୦୨୩
|
ତେରେ ମେରେ
|
ଅସୀସ କୌର, ଷ୍ଟେବିନ ବେନ୍
|
[୧୩]
|
ଧୁଆଁ ଧୁଆଁ
|
ନକାଶ ଅଜିଜ
|
[୧୪]
|