ଦିତ୍ୟା ସାଗର ଭାନ୍ଦେ |
---|
ଜନ୍ମ | (2006-11-16) ୧୬ ନଭେମ୍ବର ୨୦୦୬ (ବୟସ ୧୭)
|
---|
ଅନ୍ୟ ନାମ | ଖଜୁର୍ |
---|
ବୃତ୍ତିସମୂହ | |
---|
ପିତାମାତାs | - ସାଗର ଭାନ୍ଦେ
- ନେହା ସାଗରେ ଭାନ୍ଦେ
|
---|
ଦିତ୍ୟା ଭାନ୍ଦେ[୧] (ଜନ୍ମ: ୧୫ ନଭେମ୍ବର ୨୦୦୬) ଜଣେ ଭାରତୀୟ ନୃତ୍ୟଶିଳ୍ପୀ ଏବଂ ଅଭିନେତ୍ରୀ । ସେ ପିଲାମାନଙ୍କ ଡ୍ୟାନ୍ସ ରିଅଲିଟି ଶୋ ସୁପର ଡାନ୍ସର୍ ସିଜନ୍ ୧ର ବିଜେତା ହୋଇଥିଲେ । ସେ ତାମିଲ ଭାଷାର ଏକ ସଙ୍ଗୀତଭିତ୍ତିକ ଚଳଚ୍ଚିତ୍ର ଲକ୍ଷ୍ମୀରେ ଅଭିନୟ କରିଥିଲେ ।[୨] ଏ.ଏଲ୍. ବିଜୟଙ୍କଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟିରେ ପ୍ରଭୁ ଦେବା ଓ ଏଶ୍ୱର୍ଯ୍ୟା ରାଜେଶ ଅଭିନୟ କରିଥିଲେ । ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ୍ ୭ରେ ମଧ୍ୟ ଭାଗ ନେଇଥିଲେ ।[୩]
ବର୍ଷ
|
ଶୀର୍ଷକ
|
ଭୂମିକା
|
ମନ୍ତବ୍ୟ
|
୨୦୨୨
|
ଫାଇଭ୍ ସିକ୍ସ୍ ସେଭେନ୍ ଏଇଟ୍
|
ସେମ୍ବା
|
|
ବର୍ଷ
|
ପୁରସ୍କାର
|
ବର୍ଗ
|
ଚଳଚ୍ଚିତ୍ର / ସିରିଜ୍
|
ଭାଷା
|
ଫଳାଫଳ
|
୨୦୧୬
|
ଲାୟନ୍ ଗୋଲ୍ଡ ଆୱାର୍ଡ଼
|
ସର୍ବୋତ୍ତମ ନୃତ୍ୟଶିଳ୍ପୀ
|
ସୁପର ଡାନ୍ସର୍ ସିଜନ୍ ୧
|
ହିନ୍ଦୀ
|
ବିଜେତା
|
୨୦୧୮
|
ଆନନ୍ଦ ବିକାଶ ସିନେମା ପୁରସ୍କାର[୪]
|
ଶ୍ରେଷ୍ଠ ଶିଶୁ କଳାକାର
|
ଲକ୍ଷ୍ମୀ
|
ତାମିଲ୍
|
ବିଜେତା
|
ଜେଏଫ୍ଡବ୍ଲ୍ୟୁ ଚଳଚ୍ଚିତ୍ର ପୁରସ୍କାର
|
ବିଜେତା
|
ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର (SIIMA)
|
ଶ୍ରେଷ୍ଠ ନବାଗତ ଶିଶୁ କଳାକାର (ବାଳିକା)
|
ମନୋନୀତ
|
ଏଡିସନ ଆୱାର୍ଡ଼
|
ଶ୍ରେଷ୍ଠ ଶିଶୁ କଳାକାର
|
ମନୋନୀତ
|
- ସୁପର ଡାନ୍ସର୍ ସିଜନ୍ ୧ର ବିଜେତା[୫]