ପାସିରିଓଟାଇଡ |
|
Trade names | Signifor, Signifor LAR |
---|
Synonyms | SOM230 |
---|
AHFS/Drugs.com | monograph |
---|
data |
|
---|
Pregnancy category |
- AU: B3
- US: N (Not classified yet)
|
---|
Routes of administration | Subcutaneous injection, intramuscular injection |
---|
|
Legal status |
- UK: POM (Prescription only)
- US: ℞-only
- EU: Rx-only
- ℞ (Prescription only)
|
---|
|
- [(3S,6S,9S,12R,15S,18S,20R)-9-(4-aminobutyl)-3-benzyl-12-(1H-indol-3-ylmethyl)-2,5,8,11,14,17-hexaoxo-15-phenyl-6-[(4-phenylmethoxyphenyl)methyl]-1,4,7,10,13,16-hexazabicyclo[16.3.0]henicosan-20-yl] N-(2-aminoethyl)carbamate
|
ECHA InfoCard | 100.211.883  |
---|
|
Formula | C58H66N10O9 |
---|
Molar mass | ୧,୦୪୭.୨୩ g·mol−1 |
---|
3D model (JSmol) | |
---|
C1[C@H](CN2[C@@H]1C(=O)N[C@H](C(=O)N[C@@H](C(=O)N[C@H](C(=O)N[C@H](C(=O)N[C@H](C2=O)CC3=CC=CC=C3)CC4=CC=C(C=C4)OCC5=CC=CC=C5)CCCCN)CC6=CNC7=CC=CC=C76)C8=CC=CC=C8)OC(=O)NCCN
|
InChI=1S/C58H66N10O9/c59-27-13-12-22-46-52(69)64-47(30-38-23-25-42(26-24-38)76-36-39-16-6-2-7-17-39)53(70)66-49(31-37-14-4-1-5-15-37)57(74)68-35-43(77-58(75)61-29-28-60)33-50(68)55(72)67-51(40-18-8-3-9-19-40)56(73)65-48(54(71)63-46)32-41-34-62-45-21-11-10-20-44(41)45/h1-11,14-21,23-26,34,43,46-51,62H,12-13,22,27-33,35-36,59-60H2,(H,61,75)(H,63,71)(H,64,69)(H,65,73)(H,66,70)(H,67,72)/t43-,46+,47+,48-,49+,50+,51+/m1/s1 NKey:VMZMNAABQBOLAK-DBILLSOUSA-N N
|
|
ପାସିରିଓଟାଇଡ (ଇଂରାଜୀ ଭାଷାରେ Pasireotide), ସାଇନିଫୋର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କୁସିଂ ରୋଗ ଏବଂ ଆକ୍ରୋମେଗାଲି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] କୁସିଂ ରୋଗରେ ଅସ୍ତ୍ରୋପଚାର ପ୍ରଭାବଶାଳୀ ନ ହେଲେ ଏବଂ ଆକ୍ରୋମେଗାଲିରେ ଅସ୍ତ୍ରୋପଚାର କିମ୍ବା ଅନ୍ୟ ଏକ ସୋମାଟୋଷ୍ଟାଟିନ୍ ପ୍ରଭାବଶାଳୀ ନ ହେଲେ ପାସିରିଓଟାଇଡ ବ୍ୟବହାର କରାଯାଏ । ଚର୍ମ ତଳେ କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ଅଇ, ପିତ୍ତାସ୍ମରୀ, ଇଞ୍ଜେକସନ୍ ଦିଆହୋଇଥିବା ସ୍ଥାନରେ ପ୍ରତିକ୍ରିୟା ଏବଂ ଥକ୍କାପଣ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ କର୍ଟିସୋଲ୍, ମନ୍ଥର ହୃଦସ୍ପନ୍ଦନ ଏବଂ ଯକୃତ ସମସ୍ୟା ହୋଇପାରେ | [୩] ଏହା ଏକ ସୋମାଟୋଷ୍ଟାଟିନ ଆନାଲଗ ଯାହା ଅଭିବୃଦ୍ଧି ହରମୋନ ଏବଂ କର୍ଟିସୋଲ ମୋଚନକୁ ଅବରୋଧ କରିଥାଏ ।
୨୦୧୨ ମସିହାରେ ୟୁରୋପ ଓ ଯୁକ୍ତରାଷ୍ଟ୍ରରେ ପାସିରିଓଟାଇଡ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ୨୩୦୦ରୁ ୩୨୦୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫୩୦୦ ଡଲାର ଅଟେ ।[୪]
- ↑ ୧.୦ ୧.୧ BNF 81: March-September 2021. BMJ Group and the Pharmaceutical Press. 2021. p. 995. ISBN 978-0857114105.
- ↑ ୨.୦ ୨.୧ "Signifor EPAR". European Medicines Agency (EMA). Archived from the original on 12 November 2020. Retrieved 13 May 2020.
- ↑ ୩.୦ ୩.୧ "Pasireotide Monograph for Professionals". Drugs.com (in ଇଂରାଜୀ). Archived from the original on 21 August 2021. Retrieved 26 October 2021.
- ↑ "Signifor Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 26 October 2021.