Clinical data | |
---|---|
Trade names | Nuplazid |
Synonyms | ACP-103; BVF-048 |
AHFS/Drugs.com | monograph |
Routes of administration | By mouth (tablets) |
Legal status | |
Legal status |
|
Pharmacokinetic data | |
Protein binding | 94–97%[୨] |
Metabolism | Liver (CYP3A4, CYP3A5, CYP2J2)[୧] |
Elimination half-life | 54–56 hours[୨] |
Identifiers | |
| |
Chemical and physical data | |
Formula | C25H34FN3O2 |
Molar mass | ୪୨୭.୫୬ g·mol−1 |
3D model (JSmol) | |
| |
| |
(verify) |
ପିମାଭାନସେରିନ, ଏକ ବେପାର ନାମ ନ୍ୟୁପ୍ଲାଜିଡ, ହେଉଛି ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗରେ ହେଉଥିବା ସାଇକୋସିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଡିମେନ୍ସିଆ କାରଣରୁ ହେଉଥିବା ସାଇକୋସିସ୍ ପାଇଁ ଏହା ସୁପାରିଶ କରାଯାଏ ନାହିଁ ।[୩] ଏହା ପାଟିଦ୍ୱାରା ନିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା ଏବଂ ଦ୍ୱନ୍ଦ୍ୱ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ହୋଇପାରେ ।[୪] ଯକୃତ ଜନିତ ସମସ୍ୟାରେ ସୁପାରିଶ କରାଯାଏ ନାହିଁ ।[୩] ଏହା ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ | [୩] ଏହା କିପରି କାର୍ଯ୍ୟ କରେ ତାହା ସ୍ପଷ୍ଟ ନୁହେଁ କିନ୍ତୁ ସେରୋଟୋନିନ୍ ରିସେପ୍ଟର ଉପରେ ପ୍ରଭାବ ପକାଇପାରେ ।[୩]
୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପିମାଭାନସେରିନ ଅନୁମୋଦିତ ହୋଇଥିଲେ ।[୩] ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ।[୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୪,୨୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୬]