Clinical data | |
---|---|
Trade names | Lescol, others |
AHFS/Drugs.com | monograph |
MedlinePlus | a694010 |
Pregnancy category | |
Routes of administration | By mouth (capsules, tablets) |
Legal status | |
Legal status | |
Pharmacokinetic data | |
Bioavailability | 24–30%[୩][୧] |
Protein binding | >98%[୧] |
Metabolism | Liver: CYP2C9 (75%), CYP3A4 (20%), CYP2C8 (5%)[୧][୨] |
Elimination half-life | 1–3 hours (capsule), 9 hours (XR formulations)[୧][୨] |
Excretion | Faeces (95%), urine (5%)[୧] |
Identifiers | |
| |
ECHA InfoCard | 100.224.327 |
Chemical and physical data | |
Formula | C24H26FNO4 |
Molar mass | ୪୧୧.୪୭ g·mol−1 |
3D model (JSmol) | |
| |
| |
(verify) |
ଫ୍ଲୁଭାଷ୍ଟାଟିନ (ଇଂରାଜୀ ଭାଷାରେ Fluvastatin), ଅନ୍ୟମାନଙ୍କ ମଧ୍ୟରେ ଲେସ୍କୋଲ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତକୋଲେଷ୍ଟେରଲ ଏବଂ ଉଚ୍ଚ ଟ୍ରାଇଗ୍ଲିସେରାଇଡ ଅବସ୍ଥାମାନଙ୍କର ଚିକିତ୍ସା ଏବଂ ହୃଦରୋଗକୁ ପ୍ରତିରୋଧ କରିବା ପାଇଁ ବ୍ୟବହୃତ ହୁଏ ।[୪] [୫] ଏହା ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[୫] ଏହା ପାଟିରେ ଦିଆଯାଏ ।[୪] ଔଷଧର ସର୍ବାଧିକ ପ୍ରଭାବ ପାଇଁ ୪ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଯନ୍ତ୍ରଣା, ବୁକୁଜ୍ୱାଳା, ବାନ୍ତି, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀହାନୀ, ଯକୃତ ସମସ୍ୟା, ଉଚ୍ଚ ରକ୍ତ ଶର୍କରା ଏବଂ ସ୍ମୃତି ସମସ୍ୟା ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ଷ୍ଟାଟିନ୍ ଯାହା ଏଚଏମଜି-ସିଓଏ ରିଡକ୍ଟେଜକୁ (HMG-CoA) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୫]
ଫ୍ଲୁଭାଷ୍ଟାଟିନ ୧୯୮୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୩ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬] [୫] ସିମ୍ଭାଷ୍ଟାଟିନ୍ର ବିକଳ୍ପ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହରେ ଏହି ଔଷଧ ପିଛା ୩ରୁ ୨୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୪]
{{cite book}}
: CS1 maint: unrecognized language (link)