ବାଜେଡୋକ୍ସିଫେନ

ବାଜେଡୋକ୍ସିଫେନ
Clinical data
Pronunciationba" ze dox' i feen[]
Trade namesConbriza, Viviant, others
SynonymsBazedoxifene acetate, TSE-424; WAY-140424; WAY-TSE-424
AHFS/Drugs.commonograph
data
Routes of
administration
By mouth
Legal status
Legal status
  • ℞ (Prescription only)
Identifiers
  • 1-[4-[2-(azepan-1-yl)ethoxy]benzyl]-2-(4-hydroxyphenyl)-3-methyl-1H-indol-5-ol
ECHA InfoCard100.232.728 Edit this at Wikidata
Chemical and physical data
FormulaC30H34N2O3
Molar mass୪୭୦.୬୧ g·mol−1
3D model (JSmol)
  • Oc1ccc(cc1)c3c(c2cc(O)ccc2n3Cc5ccc(OCCN4CCCCCC4)cc5)C
  • InChI=1S/C30H34N2O3/c1-22-28-20-26(34)12-15-29(28)32(30(22)24-8-10-25(33)11-9-24)21-23-6-13-27(14-7-23)35-19-18-31-16-4-2-3-5-17-31/h6-15,20,33-34H,2-5,16-19,21H2,1H3 checkY
  • Key:UCJGJABZCDBEDK-UHFFFAOYSA-N checkY
  (verify)

ବାଜେଡୋକ୍ସିଫେନ, ବେପାର ନାମ, କନବ୍ରିଜା ହେଉଛି ରୁତୁବନ୍ଦ ପରେ ହେଉଥିବା ଓଷ୍ଟିଓପୋରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] ଏହା ମେରୁଦଣ୍ଡର ଭାଙ୍ଗିବା ଆଶଙ୍କା ହ୍ରାସ କରିଥାଏ କିନ୍ତୁ ହିପ ଭଙ୍ଗା ନୁହେଁ । [] ଏହା ପାଟିରେ ଦିଆଯାଏ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଫ୍ଲସ, ମାଂସପେଶୀ ସ୍ପାଜ୍ମ ଏବଂ ଗୋଡର ଫୁଲା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିପାରେ । [] ଗର୍ଭାବସ୍ଥାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ।| [] ଏହା ଏକ ସିଲେକ୍ଟିଭ ଇଷ୍ଟ୍ରୋଜେନ୍ ରିସେପ୍ଟର ମଡ୍ୟୁଲେଟର (SERM) । []

୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବାଜେଡୋକ୍ସିଫେନ୍ ଅନୁମୋଦିତ ହୋଇଥିଲା । [] ଯୁକ୍ତରାଷ୍ଟ୍ରରେ ଏହା ଏକ ମିଶ୍ରଣ ବାଜେଡୋକ୍ସିଫେନ/କଞ୍ଜରଗେଟଡ ଏଷ୍ଟ୍ରୋଜେନ ଆକାରରେ ମିଳେ ।[]

  1. ୧.୦ ୧.୧ "Selective Estrogen Receptor Modulators". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 January 2022. Retrieved 8 January 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Conbriza". Archived from the original on 6 January 2021. Retrieved 8 January 2022.