ବୁରୋସୁମାବ, ବେପାର ନାମ କ୍ରିସୋଭିଟା, ଏକ ଔଷଧ ଯାହା ଏକ୍ସ-ଲିଙ୍କ ହାଇପୋଫସଫାଟେମିଆ ଓ ଅର୍ବୁଦ-ପ୍ରେରିତ ଓଷ୍ଟିଓମାଲାସିଆ ରୋଗର ଚିକିତ୍ସାରେ ଦିଆଯାଏ । [ ୮] ଏହା ୫ ମାସରୁ ଅଧିକ ବୟସ୍କମାନଙ୍କରେ ବ୍ୟବହୃତ ହୋଇପାରେ ।[ ୫] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[ ୯]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା, କାଶ, ମୁଣ୍ଡବିନ୍ଧା, ଅସ୍ଥିର ଗୋଡ଼ ସିଣ୍ଡ୍ରୋମ, କାଭିଟି ଏବଂ ଦାନ୍ତର ଆବସେସ୍ ଅନ୍ତର୍ଭୁକ୍ତ ।[ ୧୦] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଉଚ୍ଚ ଫସଫେଟ୍ ଏବଂ ନେଫ୍ରୋକାଲସିନୋସିସ୍ ଅନ୍ତର୍ଭୁକ୍ତ ହୋଇପାରେ ।[ ୧୦] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[ ୧୦] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଟିନ୍ ଏଫଜିଏଫ୨୩କୁ ବାନ୍ଧେ ଓ ଅବରୋଧ କରେ ଏବଂ ବୃକ୍କକୁ ଫସଫେଟର ପୁନଃ ଅବଶୋଷଣ କରିବାକୁ ଅନୁମତି ଦିଏ ।[ ୧୧]
ଏହା ୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା । [ ୮] [ ୧୨] ଯୁକ୍ତରାଷ୍ଟ୍ରରେ ଏହାର ୩୦ ମିଗ୍ରାର ମୂଲ୍ୟ ୨୦୨୨ରେ ୧୨୨୦୦ ଦଲାର ଥିଲା ।[ ୧୩]
↑ ୧.୦ ୧.୧ "Crysvita" . Therapeutic Goods Administration (TGA) . 17 September 2021. Archived from the original on 17 September 2021. Retrieved 17 September 2021 .
↑ "Crysvita burosumab 10 mg/mL solution for injection in a 5 mL vial" . Therapeutic Goods Administration (TGA) . Archived from the original on 17 September 2021. Retrieved 17 September 2021 .
↑ "Crysvita burosumab 10 mg/mL solution for injection in a 5 mL vial" (PDF) . Therapeutic Goods Administration (TGA) . Archived from the original on 17 September 2021. Retrieved 17 September 2021 .
↑ "Crysvita 10 mg solution for injection - Summary of Product Characteristics (SmPC)" . (emc) . 20 April 2020. Archived from the original on 21 June 2020. Retrieved 19 June 2020 .
↑ ୫.୦ ୫.୧ "Crysvita- burosumab injection" . DailyMed . Archived from the original on 17 September 2021. Retrieved 17 September 2021 .
↑ "Drug Approval Package: Crysvita (burosumab-twza)" . U.S. Food and Drug Administration (FDA) . 15 May 2018. Archived from the original on 28 February 2020. Retrieved 28 February 2020 .
↑ Zhang X, Imel EA, Ruppe MD, Weber TJ, Klausner MA, Ito T, et al. (February 2016). "Pharmacokinetics and pharmacodynamics of a human monoclonal anti-FGF23 antibody (KRN23) in the first multiple ascending-dose trial treating adults with X-linked hypophosphatemia" . Journal of Clinical Pharmacology . 56 (2): 176–85. doi :10.1002/jcph.570 . PMC 5042055 . PMID 26073451 .
↑ ୮.୦ ୮.୧ "Crysvita- burosumab injection" . DailyMed . Archived from the original on 17 September 2021. Retrieved 17 September 2021 .
↑ "Burosumab" . SPS - Specialist Pharmacy Service . 30 November 2016. Archived from the original on 22 June 2020. Retrieved 12 January 2022 .
↑ ୧୦.୦ ୧୦.୧ ୧୦.୨ ଆଧାର ଭୁଲ: ଅଚଳ <ref>
ଚିହ୍ନ;
PI2022
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
↑ "Crysvita EPAR" . European Medicines Agency (EMA) . 17 September 2018. Archived from the original on 25 July 2021. Retrieved 1 March 2020 .
↑ "Crysvita Prices, Coupons & Patient Assistance Programs" . Drugs.com (in ଇଂରାଜୀ). Archived from the original on 14 April 2021. Retrieved 12 January 2022 .
↑ "Crysvita EPAR" . European Medicines Agency (EMA) . 17 September 2018. Archived from the original on 25 July 2021. Retrieved 1 March 2020 .