ବେନାଫ ଦାଦାଚାନ୍ଦଜୀ

ବେନାଫ ଦାଦାଚାନ୍ଦଜୀ
ଜନ୍ମ (1987-08-17) ୧୭ ଅଗଷ୍ଟ ୧୯୮୭ (ବୟସ ୩୭)[]
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୬–ଏବେଯାଏଁ
ବୈବାହିକ-ସାଥୀ
ନର୍ମାନ ହୁଓ
(m. ୨୦୧୯)
ସନ୍ତାନଇଭାନା ହୁଓ

ବେନାଫ ଦାଦାଚାନ୍ଦଜୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ହିନ୍ଦୀ ଧାରାବାହିକ ବା ବହୁ ଔର୍ ବେବିରେ ରାଧିକା ବେବି ଠାକ୍କର ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣାଶୁଣ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ବେନାଫ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେଣ୍ଟେ ଆନ୍ନେ ହାଇସ୍କୁଲରୁ ସେ ତାଙ୍କର ସ୍କୁଲଶିକ୍ଷା ଶେଷ କରିଥିଲେ ।[] ଫେବୃଆରୀ ୨୦୧୯ରେ, ସେ ନର୍ମାନ ହୁଓଙ୍କୁ ବିବାହ କରିଥିଲେ ।[][] ନଭେମ୍ବର ୨୦୧୯ରେ, ତାଙ୍କ ଝିଅ ଜନ୍ମ ହୋଇଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ବେନାଫ ବିଭିନ୍ନ ବିଜ୍ଞାପନରେ କାମ କରି ଅଭିନୟ ଜଗତରେ ପାଦ ଥାପିଥିଲେ ।[] ୧୯୯୫ ମସିହାରେ, ସେ ସନ୍ତୋଷ ସିବନଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ହାଲୋରେ ଅଭିନୟ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର ମିଳିଥିଲା ।[][][]

ଏହାପରେ, ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିଥିଲେ । ୨୦୧୨ ମସିହାରେ, ସେ ବ୍ୟାହା ହମାରୀ ବହୂ କାରେ ପୌଲୋମି ଭୂମିକରେ କାମ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୬ ହାଲୋ ଶାଶା
୧୯୯୮ ଚାଇନା ଗେଟ୍ ଲାଲି
୨୦୧୪ ବବି ଜାସୁସ୍ ନୂର []

ଅଭିନୀତ ଧାରାବାହିକ

[ସମ୍ପାଦନା]
ବରଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୧୯୯୭ ନଜରାନା ଇଶିତା ଟିଭିଫିଲ୍ମ
୧୯୯୮ ସୋ ଲେଟ୍‌ସ୍ ୟାହୁ[] ନିଜେ
୨୦୦୪–୨୦୦୫ ପ୍ରିନ୍ସେସ୍ ଡଲି ଔର୍ ଉସ୍‌କା ମ୍ୟାଜିକ୍ ବ୍ୟାଗ୍ ଲୋପା
୨୦୦୫ ରିମିକ୍ସ ୟାମିନୀ
୨୦୦୫–୨୦୧୦ ବା ବହୁ ଔର୍ ବେବି ରାଧିକା "ବେବି" ଠାକ୍କର
୨୦୦୭ ଶଃ...ଫିର୍ କୋଇ ହୈ ଶ୍ୱେତା
୨୦୦୯–୨୦୧୧ ଝାନ୍ସି କି ରାନୀ ଗଙ୍ଗା
୨୦୧୧–୨୦୧୨ ଛୋଟି ବହୁ ୨ ବର୍ଖା ବଶିଷ୍ଟ
୨୦୧୨ ବ୍ୟାହା ହମାରି ବହୁ କା ପୌଲୋମି
୨୦୧୫–୨୦୧୬ ସୁମିତ ସମ୍ଭାଲ ଲେଗା ସିମ୍ରନ
୨୦୧୭ ୟେ ମୋହ ମୋହ କେ ଧାଗେ ସାନ୍ୱି
୨୦୧୯ ବାରିଷ ଜେନିଆ ୱେବ୍ ସିରିଜ୍
୨୦୨୨ ଧଡ଼କନ ଜିନ୍ଦେଗୀ କି ଡ. ଅଦିତି ସକ୍ସେନା
୨୦୨୩ ସପ୍ନୋଁ କି ଛଲାଙ୍ଗ ପ୍ରିୟାଲ

ପୁରସ୍କାର

[ସମ୍ପାଦନା]
  • ୧୯୯୫: ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍, ହାଇଦ୍ରାବାଦ (ଶ୍ରେଷ୍ଠ ଶିଶୁ କଳାକାର)[][]
  • ୧୯୯୬: ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ହାଲୋ ପାଇଁ ସ୍ପେଶାଲ ଜୁରୀ ପୁରସ୍କାର)
  • ୧୯୯୭: ଚିଲ୍ଡ୍ରେନ୍‌ସ୍ ଫିଲ୍ମ‌ଫେଷ୍ଟ, ନ୍ୟୁୟର୍କ (ହାଲୋ ପାଇଁ ଶ୍ରେଷ୍ଠ ଶିଶୁ କଳାକାର)[୧୦]
  1. Vetticad, Anna M.M. (22 May 2000). "Look at me now". India Today. Retrieved 22 May 2016. Benaf - six during the shooting, now 12
  2. ୨.୦ ୨.୧ ୨.୨ "43rd National Film Awards". International Film Festival of India. Archived from the original on 15 ଡିସେମ୍ବର 2013. Retrieved 2 ଜୁନ 2012.
  3. "Baa Bahoo Aur Baby actor Benaf Dadachandji ties the knot; Rubina Dilaik, Srishty Rode celebrate". The Indian Express (in Indian English). 2019-02-10. Retrieved 2019-08-19.
  4. "Baa Bahoo Aur Baby actress Benaf Dadachandji ties the knot in a hush hush wedding - Times of India". The Times of India (in ଇଂରାଜୀ). 22 February 2019. Retrieved 2019-08-19.
  5. ୫.୦ ୫.୧ ୫.୨ "43rd National Film Awards (PDF)" (PDF). Directorate of Film Festivals. Retrieved 2 Jun 2012.
  6. Narayanan, Ramya; Shah, Sonali (12 Dec 2008). "Children no more". Mumbai Mirror. Archived from the original on 29 January 2013. Retrieved 2 June 2012.
  7. "Gaurav Khanna in Byaah Hamari Bahoo Ka". The Times of India. 4 May 2012. Archived from the original on 19 July 2012. Retrieved 2 Jun 2012.
  8. "Photos: Vidya Balan at the trailer launch of 'Bobby Jasoos'". mid-day (in ଇଂରାଜୀ). Retrieved 2019-08-19.
  9. "Spicy girls - Society & The Arts News - Issue Date: Feb 9, 1998".
  10. "Halo". Children's Film Society, India. Retrieved 2 Jun 2012.

ବାହାର ଲିଙ୍କ୍

[ସମ୍ପାଦନା]