Mohammed Rageh|
ଜାତୀୟତା | Yemen |
---|
ଜନ୍ମ | (1998-01-01) ୧ ଜାନୁଆରୀ ୧୯୯୮ (ବୟସ ୨୬) |
---|
ଉଚ୍ଚତା | ୧.୬୯ m (୫ ft 6 1⁄2 in)[୧] |
---|
ଓଜନ | 64 kg[୧] |
---|
|
କ୍ରୀଡ଼ା | Track and field |
---|
Event(s) | 1500 metres |
---|
|
Personal best(s) | 1500 m: 3:58.91 min (2016) |
---|
ମହମ୍ମଦ ରାଗେଃ(ଜନ୍ମ ୧ ଜାନୁଆରୀ ୧୯୯୮) ହେଉଛନ୍ତି ଜଣେ ୟେମିନି ମଧ୍ୟ-ଦୂର ଦୌଡାଳୀ ଯିଏ କି ୧୫୦୦ ମିଟର ଦୌଡରେ ଭାଗ ନିଅନ୍ତି । ସେ ୨୦୧୬ ଅଲମ୍ପିକସରେ ଅଂଶ ଗ୍ରହଣ କରି ନିଜ ଦେଶକୁ ଅଲମ୍ପିକ୍ସରେ ସ୍ଥାନ ଦେଇଥିଲେ। ଜଣେ ଯୁବ ଖେଳାଳି ଭାବରେ ସେ ୨୦୧୩ ଏସୀୟ ଯୁବ କ୍ରୀଡ଼ାରେ ଅଂଶ ଗ୍ରହଣ କରି ତାମ୍ର ପଦକ ହାସଲ କରିଥିଲେ।
- ↑ ୧.୦ ୧.୧ Rageh Mohammed. Rio2016. Retrieved on 2016-08-19.