Clinical data | |
---|---|
Trade names | Mitosol, Mutamycin, Jelmyto, others |
Synonyms | Mitomycin, UGN-101 |
AHFS/Drugs.com | monograph |
MedlinePlus | a682415 |
data | |
Pregnancy category | |
Routes of administration | Intravenous, topical |
Legal status | |
Legal status | |
Pharmacokinetic data | |
Metabolism | Liver |
Elimination half-life | 8–48 min |
Identifiers | |
| |
ECHA InfoCard | 100.000.008 |
Chemical and physical data | |
Formula | C15H18N4O5 |
Molar mass | ୩୩୪.୩୩ g·mol−1 |
3D model (JSmol) | |
Melting point | 360 °C (680 °F) |
Solubility in water | 8.43 g L−1 mg/mL (20 °C) |
| |
|
,
ମାଇଟୋମାଇସିନ ସି, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ମ୍ୟୁଟାମାଇସିନ, ହେଉଛି ଏକ ଔଷଧ ଯାହା ମୂତ୍ରାଶୟ କର୍କଟ, ସ୍ତନ କର୍କଟ, ଅଗ୍ନାଶୟ କର୍କଟ ଏବଂ ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC) ସହିତ ଇତ୍ୟାଦି କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, କାଶ, ରକ୍ତସ୍ରାବ, ଥକାପଣ, ଅଇ, ରାସ ଏବଂ କମ ପ୍ଲାଟେଲେଟ୍ ଅନ୍ତର୍ଭୁକ୍ତ | [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ଜ୍ୱର, ହେମୋଲାଇଟିକ-ୟୁରିମିକ୍ ସିଣ୍ଡ୍ରୋମ ଏବଂ ଯକୃତ ସମସ୍ୟା ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ମାଇଟୋମାଇସିନ ପରିବାରର ଏକ ସଦସ୍ୟ ।[୪]
ମାଇଟୋମାଇସିନ ସି ୧୯୫୮ ମସିହାରେ ପ୍ରସ୍ତୁତ ହୋଇଥିଲା । [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା 40 ମିଗ୍ରାର ମୂଲ୍ୟ ୭୬ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୩୦ ଡଲାର ଅଟେ ।[୫] ଏହା ସ୍ଟ୍ରେପ୍ଟୋମାଇସେସ କେସପିଟୋସସରୁ
(Streptomyces caespit।osus) ପ୍ରସ୍ତୁତ ହୁଏ ।[୩]