ଅବସ୍ଥାନ | ମୟୁରଭଞ୍ଜ ଜିଲ୍ଲା, ଓଡ଼ିଶା, ଭାରତ |
---|---|
ପ୍ରକାର | ଡିଆଁ |
ଉଚ୍ଚତା | 150 metres (490 ft) |
ଖାଲମାନଙ୍କ ସଂଖ୍ୟା | 1 |
ଯୋରନ୍ଦା ପ୍ରପାତ, ଶିମିଳିପାଳ ଜାତୀୟ ଉଦ୍ୟାନର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଏକ ଜଳପ୍ରପାତ । ଏହା ଏକ ଭାରତୀୟ ରାଜ୍ୟ, ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତରେ ଆସୁଅଛି । ଏହି ଜଳପ୍ରପାତର ନିକଟରେ ବରେହିପାଣି ଜଳପ୍ରପାତ ମଧ୍ୟ ଅବସ୍ଥିତ ।[୧] ଯୋରନ୍ଦା ପ୍ରପାତ, ଉଚ୍ଚତା ହିସାବରେ ଭାରତର ୧୯ତମ ଉଚ୍ଚତମ ଜଳପ୍ରପାତ ଅଟେ ।[୨]
ଯୋରନ୍ଦା ପ୍ରପାତର ଉଚ୍ଚତା ୧୫୦ ମିଟର (୪୯୦ ଫୁଟ) ଗୋଟିଏ ଉଚ୍ଚା ପାହାଡ଼ରୁ ପାଣି ବାହାରି ତଳେ ଟିକିଏ ବିଛୁରିତ ହୋଇ ପଡିଥାଏ ।[୧]
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)