Rehli | |
---|---|
city | |
ଦେଶ | ![]() |
ରାଜ୍ୟ | Madhya Pradesh |
ଜିଲ୍ଲା | Sagar |
Population (2001) | |
• Total | ୨୫,୯୧୩ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ରେହଲି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ସଗର୍ ଜିଲ୍ଲାରେ ଅବସ୍ଥିତ ।
ରେହଲି ୨୩.୬୩୬୩ ଉତ୍ତର ଅକ୍ଷାଂଶ ଓ ୭୯.୦୬୨୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରେହଲି ସହରର ମୋଟ ଜନସଂଖ୍ୟା ୨୫୯୧୩ ଅଟେ ।[୨] ସେଥି ମଧ୍ୟରୁ ୫୨.୯୨% ଜଣ ପରୁଷ ହୋଇଥିବା ବେଳେ ୪୭.୦୮% ଜଣ ନାରୀ ଅଟନ୍ତି । ରେହଲିର ସାକ୍ଷରତା ହାର ୬୫.୩୧% ଅଟେ । ଏହା ଜାତୀୟ ହାରଠାରୁ ୦.୪୭% ପ୍ରତିଶତ କମ ଅଟେ । ସେଥିରୁ ୩୮.୫୭% ପ୍ରତିଶତ ପୁରୁଷ ଓ ୨୬.୭୫% ନାରୀ ଅଟନ୍ତି । ୧୫.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ହିନ୍ଦୀ ରେହଲିର ସରକାରୀ ଭାଷା ଅଟେ ।