ଲର୍ବିନେକ୍ଟେଡିନ Pronunciation LUR-BI -NEK-TI -deen Trade names Zepzelca Synonyms PM-01183 AHFS /Drugs.com monograph MedlinePlus a620049 data
Pregnancy category Routes of administration Intravenous Legal status
[(1R ,2R ,3R ,11S ,12S ,14R ,26R )-5,12-dihydroxy-6,6'-dimethoxy-7,21,30-trimethyl-27-oxospiro[17,19,28-trioxa-24-thia-13,30-diazaheptacyclo[12.9.6.13,11 .02,13 .04,9 .015,23 .016,20 ]triaconta-4(9),5,7,15,20,22-hexaene-26,1'-2,3,4,9-tetrahydropyrido[3,4-b ]indole]-22-yl] acetate
Formula C 41 H 44 N 4 O 10 S Molar mass ୭୮୪.୮୮ g·mol−1 3D model (JSmol )
CC1=CC2=C([C@@H]3[C@@H]4[C@H]5C6=C(C(=C7C(=C6[C@@H](N4[C@H]([C@H](C2)N3C)O)COC(=O)[C@@]8(CS5)C9=C(CCN8)C2=C(N9)C=CC(=C2)OC)OCO7)C)OC(=O)C)C(=C1OC)O
InChI=1S/C41H44N4O10S/c1-17-11-20-12-25-39(48)45-26-14-52-40(49)41(38-22(9-10-42-41)23-13-21(50-5)7-8-24(23)43-38)15-56-37(31(45)30(44(25)4)27(20)32(47)33(17)51-6)29-28(26)36-35(53-16-54-36)18(2)34(29)55-19(3)46/h7-8,11,13,25-26,30-31,37,39,42-43,47-48H,9-10,12,14-16H2,1-6H3/t25-,26-,30+,31+,37+,39-,41+/m0/s1
Key:YDDMIZRDDREKEP-HWTBNCOESA-N
ଲର୍ବିନେକ୍ଟେଡିନ ( ଇଂରାଜୀ ଭାଷାରେ Lurbinectedin), ଜେପଜେଲକା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଛୋଟ କୋଷ ଫୁସଫୁସ କର୍କଟ (SCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[ ୨] ଅନ୍ୟାନ୍ୟ ଚିକିତ୍ସା ସତ୍ତ୍ୱେ ଏହି ରୋଗ ବ୍ୟାପୁଥିଲେ ଏହା ବ୍ୟବହୃତ ହୁଏ | [ ୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।| [ ୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା , ବୃକ୍କ ସମସ୍ୟା, କମ ରକ୍ତ ପ୍ଲାଟେଲେଟ୍ , ଅଇ, ମାଂସପେଶୀ ଯନ୍ତ୍ରଣା, ଅଣନିଶ୍ୱାସ, ଯକୃତ ପ୍ରଦାହ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[ ୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ହୋଇପାରେ ।[ ୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[ ୨] ଏହା ଏକ ଆଲକିଲେଟିଂ ଏଜେଣ୍ଟ ।[ ୨] କୋଷ ବିଭାଜନ ପାଇଁ ଆବଶ୍ୟକ ଡିଏନଏ ପ୍ରତିରୂପ କରିବାରେ ହସ୍ତକ୍ଷେପ କରି ଏହା କାର୍ଯ୍ୟକ୍ଷମ ହୁଏ ।[ ୩]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଲର୍ବିନେକ୍ଟେଡିନ୍ ଅନୁମୋଦିତ ହୋଇଥିଲା ।[ ୪] [ ୧] ଯୁକ୍ତରାଷ୍ଟ୍ରରେ ଏହାର ୪ ମିଗ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭,୨୦୦ ଡଲାର ଥିଲା ।[ ୫] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଉପଲବ୍ଧ ହୋଇନଥିଲା ।[ ୬]
↑ ୧.୦ ୧.୧ ୧.୨ "Zepzelca" . Therapeutic Goods Administration (TGA) . 22 September 2021. Archived from the original on 30 September 2021. Retrieved 30 September 2021 .
↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Zepzelca- lurbinectedin injection, powder, lyophilized, for solution" . DailyMed . 15 June 2020. Archived from the original on 24 January 2021. Retrieved 24 September 2020 .
↑ "Lurbinectedin" . National Cancer Institute . Archived from the original on 16 May 2020. Retrieved 15 June 2020 .
↑ "Lurbinectedin Monograph for Professionals" . Drugs.com (in ଇଂରାଜୀ). Archived from the original on 26 January 2021. Retrieved 24 November 2021 .
↑ "Zepzelca Prices, Coupons & Patient Assistance Programs" . Drugs.com (in ଇଂରାଜୀ). Retrieved 24 November 2021 .
↑ "Lurbinectedin" . SPS - Specialist Pharmacy Service . 13 September 2016. Archived from the original on 8 December 2021. Retrieved 24 November 2021 .