![]() | |
Clinical data | |
---|---|
Trade names | Zokinvy |
Synonyms | SCH 66336 |
AHFS/Drugs.com | monograph |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.204.509 |
Chemical and physical data | |
Formula | C27H31Br2ClN4O2 |
Molar mass | ୬୩୮.୮୩ g·mol−1 |
3D model (JSmol) | |
| |
|
ଲୋନାଫାର୍ନିବ, ଜୋକିନଭି ଏକ ବେପାର ନାମ, ଏକ ଔଷଧ ଯାହା ହଚିନସନ-ଗିଲଫୋର୍ଡ ପ୍ରୋଜେରିଆ ସିଣ୍ଡ୍ରୋମ ଏବଂ କିଛି ପ୍ରକ୍ରିୟାକରଣ-ଅଭାବୀ ପ୍ରୋଜେରଏଡ୍ ଲାମିନୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏକ ବର୍ଷ ବୟସରୁ ଆରମ୍ଭ ହୋଇଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ,,ମୁଣ୍ଡବିନ୍ଧା, ତରଳ ଝାଡ଼ା, ସଂକ୍ରମଣ, ମାଂସପେଶୀ ଯନ୍ତ୍ରଣା, ଇଲେକ୍ଟ୍ରୋଲାଇଟ୍ ସମସ୍ୟା, ଓଜନ ହ୍ରାସ, ଅସ୍ଥି ମଜ୍ଜା ଦମନ, ଯକୃତ ପ୍ରଦାହ, ଉଚ୍ଚ ରକ୍ତଚାପ ଏବଂ ଥକାପଣ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା, ଦୃଷ୍ଟି ଶକ୍ତି ଏବଂ ପ୍ରଜନନ କ୍ଷମତା ହ୍ରାସ ହୋଇପାରେ | [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ।[୨] ଏହା ଏକ ଫାର୍ନେସିଲଟ୍ରାନ୍ସଫରେଜ୍ ପ୍ରତିରୋଧକ । [୨]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲୋନାଫର୍ନିବ ଅନୁମୋଦନ କରାଯାଇଥିଲା ।[୨] [୧] ଯୁକ୍ତରାଷ୍ଟ୍ରରେ ଦିନକୁ ଦୁଇଥର ୫୦ ମିଗ୍ରା ପ୍ରାରମ୍ଭିକ ମାତ୍ରାରେ ଦେଲେ ୨୦୨୨ରେ ମାସକୁ ପ୍ରାୟ ୫୦,୦୦୦ ଡଲାର ଖର୍ଚ୍ଚ ହୁଏ ।[୩]