ଶିବାନୀ କଟାରିଆ , (ଜନ୍ମ ୨୭ ସେପ୍ଟେମ୍ବର ୧୯୯୭ ) ଜଣେ ଭାରତୀୟ ସନ୍ତରଣକାରୀ । ସେ ୨୦୧୬ ମସିହାର ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରି ବ୍ରାଜିଲର ରିଓ ଠାରେ ପ୍ରତିଯୋଗୀତାରେ ଭାଗନେଇଥିଲେ । ସେ ୨୦୦ ମିଟର ବ୍ୟକ୍ତିଗତ ମହିଳା ବିଭାଗ ସନ୍ତରଣରେ ପ୍ରଥମ ରାଉଣ୍ଡରେ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିପାରିନଥିଲେ । ତାଙ୍କ ନାମରେ ଭାରତୀୟ ଜାତୀୟ ମହିଳା ସନ୍ତରଣ ରେକର୍ଡ ସବୁ ରହିଛି । ସେ କଲମ୍ବୋଠାରେ ୨୦୧୬ ମସିହା ଦକ୍ଷିଣ ଏସିୟା ସନ୍ତରଣ ପ୍ରତିଯୋଗୀତାରେ ମଧ୍ୟ ଭାଗନେଇଥିଲେ । [୧][୨] ୨୦୦୪ ମସିହା ପରେ ସେ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ପ୍ରଥମ ମହିଳା ସନ୍ତରଣକାରୀ । .[୩]
{{cite news}}
: More than one of |first1=
and |first=
specified (help); More than one of |last1=
and |last=
specified (help)