Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | interleukin 6 receptor |
Clinical data | |
Trade names | Enspryng |
Synonyms | SA-237, sapelizumab, satralizumab-mwge |
AHFS/Drugs.com | monograph |
data |
|
Pregnancy category |
|
Routes of administration | Subcutaneous |
Legal status | |
Legal status | |
Chemical and physical data | |
Formula | C6340H9776N1684O2022S46 |
Molar mass | ୧,୪୩,୪୧୬.୪୭ g·mol−1 |
ସାଟ୍ରାଲିଜୁମାବ (ଇଂରାଜୀ ଭାଷାରେ Satralizumab),ଏନ୍ସପ୍ରିଙ୍ଗ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଆକ୍ୱାପୋରିନ 4 (AQP4) ବିରୁଦ୍ଧରେ ଆଣ୍ଟିବଡି ଥିବା ନ୍ୟୁରୋମାଇଲିଟିସ୍ ଅପ୍ଟିକା ସ୍ପେକ୍ଟ୍ରମ୍ (NMOSD) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଉଚ୍ଚ ରକ୍ତ ଲିପିଡ ସ୍ତର, ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଯକୃତ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା ଏବଂ ଲୁକ୍କାୟିତ ଯକ୍ଷ୍ମା ସକ୍ରିୟ ହୋଇପାରେ । [୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲିଉକିନ୍ -୬କୁ (ଆଇଏଲ୍ -6) ଅବରୋଧ କରିଥାଏ ଏବଂ ଏହିପରି ଏକ୍ୟୁପି୪ (AQP4) ବିରୁଦ୍ଧରେ ଆଣ୍ଟିବାୟୋଟିକ୍ ହ୍ରାସ କରେ |
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ସାଟ୍ରିଲିଜୁମାବ ଅନୁମୋଦିତ ହୋଇଥିଲା ।[୪] [୫] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୫,୩୦୦ ଡଲାର ଥିଲା । [୬] ୨୦୨୧ ସୁଦ୍ଧା ବ୍ରିଟେନରେ ଏହା ଉପଲବ୍ଧ ହୋଇନଥିଲା ।[୭]