ସୁନା ପଞ୍ଜୁରୀ | |
---|---|
ନିର୍ଦ୍ଦେଶକ | ରବି କିନ୍ନାଗି |
ପ୍ରଯୋଜକ | ସୁବାସ ରାଉତ |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନ୍ଗୋ |
ଚିତ୍ରନାଟ୍ୟ | ରବି କିନ୍ନାଗି |
କାହାଣୀ | ଶଙ୍କର କିନ୍ନାଗି |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଇନ୍ଦିରା କ୍ରିଷ୍ନନ୍, ବିଜୟ ମହାନ୍ତି, ଜୟୀରାମ ସାମଲ |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | ରଞ୍ଜନ କିନ୍ନାଗି |
ମୁକ୍ତିଲାଭ ତାରିଖ | ୧୯୯୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁନା ପଞ୍ଜୁରୀ, ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ରାଉତ ।[୨] ଶଙ୍କର କିନ୍ନାଗି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହାର ସଂଳାପ ରଚନା କରିଥିଲେ । ରବି କିନ୍ନାଗି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
{{cite news}}
: CS1 maint: unrecognized language (link)