ହର ପଟ୍ଟନାୟକ | |
---|---|
ଜନ୍ମ | |
ମୃତ୍ୟୁ | ୧୩ ଜାନୁଆରୀ ୨୦୧୫ | (ବୟସ ୫୬)
ବୃତ୍ତି(ସମୂହ) | ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ-ଲେଖକ, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୭୭-୨୦୧୩ |
ବୈବାହିକ-ସାଥୀ | ଝରଣା ପଟ୍ଟନାୟକ |
ହର ପଟ୍ଟନାୟକ (୧୨ ଅକ୍ଟୋବର ୧୯୫୮-୧୩ ଜାନୁଆରୀ ୨୦୧୫) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ଥିଲେ । ସେ ୭୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିବା ସହ ୨୦ରୁ ଅଧିକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧] ୨୦୧୫ ମସିହା ଜାନୁଆରୀ ୧୩ ତାରିଖ ଦିନ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା । [୨]
ସେ ୧୯୭୭ ମସିହାରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ ସୁନାସଂସାର କଥାଚିତ୍ରରୁ ନିଜ ବୃତ୍ତି ଆରମ୍ଭ କରିଥିଲେ ।[୩]
Patnaik who was busy shooting till a month back has acted in 70 films and directed over 20 successful films