ହିଲଦାମିତ ଲେପଚା | |
---|---|
Background information | |
ଜନ୍ମ | ୧୯୫୬ କାଲିମ୍ପୋଙ୍ଗ୍, ଦାର୍ଜିଲିଂ, ପଶ୍ଚିମ ବଙ୍ଗ |
ଶୈଳୀ | ଲୋକଗୀତ, ଦ୍ୱେତ ସଙ୍ଗୀତ |
ପେଷା | ଗାୟିକା |
ହିଲଦାମିତ ଲେପଚା ଜଣେ ଭାରତୀୟ ଲୋକଗୀତ ଗାୟିକା, ଯିଏକି ଲେପଚା ଲୋକଗୀତର ଜଣେ ପ୍ରତିପାଦକ ।[୧] ୨୦୧୩ ମସିହାରେ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।[୨][୩] ସେ ପାରମ୍ପାରିକ ଲେପଚା ବାଦ୍ୟଯନ୍ତ୍ର ସହିତ ଲେପଚା ଗୀତରେ ନିପୂଣା ।[୪]
ହିଲଦାମିତ ଲେପଚା ୧୯୫୬ ମସିହାରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର କାଲିମ୍ପୋଙ୍ଗ୍ରେ ଜନ୍ମଗ୍ରହଣ କରିଥିଲେ ।