ହୁଇଷୁ ଭାଷା | |
---|---|
Native to | ଭାରତ |
ଅଞ୍ଚଳ | ମଣିପୁର |
ଜାତିସତ୍ତା | ତଙ୍ଗଖୁଲ ନାଗା |
ସିନୋ-ତିବେତାନ
| |
ଭାଷା କୋଡ୍ | |
ISO ୬୩୯-୩ | ନନ୍ |
ଗ୍ଲୋଟୋଲୋଗ | nort3286 |
ହୁଇଷୁ ଭାରତର ମଣିପୁରର ଉଖରୁଲ ଜିଲ୍ଲାର ହୁଇଷୁ ଗ୍ରାମରେ କଥିତ ଏକ ଟାଙ୍ଗଖୁଲିକ ଭାଷା ଅଟେ (ମୋର୍ଟେନସେନ ୨୦୦୪) ।[୧] ଏହି ଗ୍ରାମର ପାଖାପାଖି ୧୦୦୦ରୁ ଅଧିକ ଲୋକ ଏହି ଭାଷାରେ କାଥାବାର୍ତ୍ତା କରନ୍ତି ।[୨][୩]