Anjali Menon | |
---|---|
![]() | |
ଜନ୍ମ | Calicut, Kerala, India |
ବୃତ୍ତି(ସମୂହ) | Film director, screenwriter, producer |
ସକ୍ରିୟ ବର୍ଷ | 2006–Present |
ବୈବାହିକ-ସାଥୀ | Vinod Menon |
ସନ୍ତାନ | 1 |
ଅଞ୍ଜଳୀ ମେନନ୍, ଜଣେ ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଓ ସଂଳାପ ଲେଖିକା । ସେ " ମଞ୍ଜଡିକୁରୁ " (Lucky Red Seeds)ନାମକ ଫିଲ୍ମରୁ ତାଙ୍କର ଲେଖିକା ଓ ନିର୍ଦ୍ଦେଶିକା ଜୀବନୀ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ଫିଲ୍ମରେ ଶ୍ରେଷ୍ଠ ମାଲାୟାଲାମ ଫିଲ୍ମ ଓ ଭାରତୀୟା ଭାଷାରେ ଶ୍ରେଷ୍ଠ ନୂତନ ଅବଦାନ[୧] ଫିଲ୍ମ ପୁରସ୍କାର ଲାଭ କରିଥିଲେ । ତାଙ୍କର ଦ୍ୱିତୀୟ ଫିଲ୍ମ " ବାଙ୍ଗାଲୋର ଡେ " ଓ " ଉସ୍ତାଦ ହୋଟେଲ " ମଢ ସମାଲୋଚକ ମାନଙ୍କଦ୍ୱାରା ବହୁଳ ପ୍ରଶଂସିତ ହେଇଥିଲା ।
ଅଞ୍ଜଳୀଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାର ଦୁବାଇଠାରେ ହେଇଥିଲା । ସେ ପୁନେ ବିଶ୍ୱବିଦ୍ୟାଳୟ ଠାରେ ଗଣଯୋଗାଯୋଗ ( mass Communication) ବିଷୟରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । ଲଣ୍ଡନଠାରେ ଥିବା ଫିଲ୍ମ ସ୍କୁଲରୁ ୨୦୦୩ ମଶିହାରେ ସେ ଫିଲ୍ମ ଏଡିଟିଂ , ନିର୍ଦ୍ଦେଶନା ଓ ପ୍ରଯୋଜନାରେ ଡିଗ୍ରୀ ହାସଲ କରିଥିଲେ । ତାଙ୍କର ସେଠାରେ ପଢୁଥିବା ସମୟର ଚିତ୍ର " Black Nor White " ମଧ୍ୟ ଆନ୍ତର୍ଜାତୀୟ ଫିଲ୍ମ ଫେସ୍ତିଭାଲରେ ପ୍ରଦର୍ଶିତ ହେଇଥିଲା । [୨]
ଅଞ୍ଜଳୀ ପ୍ରଥମେ ୨୦୦୬ ମସିହା ଯାଏ ଭାରତରେ ଡକୁମେଣ୍ଟରୀ ଓ କ୍ଷୁଦ୍ର ଫିଲ୍ମ ନିର୍ମାଣ କରି ତାହା ସହ ମଧ୍ୟ ପ୍ରାଚ୍ୟ ଦେଶ ଓ ଇଂଲଣ୍ଡରେ ମଧ୍ୟ ଫିଲ୍ମ ନିର୍ମାଣ କରିଥିଲେ । ଏହା ପରେ ସେ ମୁମ୍ବାଇଠାରେ " ଲିଟଲ ଫିଲ୍ମ ଇଣ୍ଡିଆ " ନାମକ ଫିଲ୍ମ ନିର୍ମାଣ କମ୍ପାନୀ ସ୍ଥାପନ କରି ଫିଲ୍ମ ସବୁ ନିର୍ମାଣ କରନ୍ତି । ସେ ଜଣେ ଉତ୍ତମ ଲେଖିକା ଭାବରେ "Monsoon Feast" ନାମରେ ଏକ କ୍ଷୁଦ୍ର ଗଳ୍ପ ସଂକଳନରେ ତାଙ୍କର ଗଳ୍ପ ସବୁ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ମୁମ୍ବାଇରେ ତାଙ୍କ ସ୍ୱାମୀ ଓ ପୁତ୍ର ସହ ବସବାସ କରନ୍ତି ।
Year | Title | Director | Screenwriter | Ref. |
---|---|---|---|---|
୨୦୦୦ | Kerala Cafe (Happy Journey segment) | ![]() |
![]() |
[୩] |
୨୦୧୨ | Manjadikuru | ![]() |
![]() |
[୪] |
୨୦୧୨ | Ustad Hotel | ![]() |
[୫] | |
2015 | Bangalore Days | ![]() |
![]() |
[୬] |