ଅରକୁଟ ବୟୁକାକତେନ | |
---|---|
![]() ୨୦୧୫ ମସିହାରେ ବୟୁକାକତେନ | |
ଜନ୍ମ | |
ବୃତ୍ତି | ପ୍ରବନ୍ଧକ |
ସକ୍ରିୟ ବର୍ଷ | ୧୯୮୭ – ଅଜି ଜାଏଁ |
ଅରକୁଟ ବୟୁକାକତେନ (ଫ୍ରେବୃ୍ୁଆରୀ ୬, ୧୯୭୫ ଜନ୍ମିତ) ହେଉଛନ୍ତି ଜଣେ ତୁର୍କି କମ୍ପ୍ୟୁଟର ବୈଜ୍ଞାନିକ ଯେକି କ୍ଲବ ନେକ୍ସସ, ଇନ ସରକଲ, ଏବଂ ଅରକୁଟ ଭଳି ସାମାଜିକ ନେଟୱର୍କ ସେବାର ପ୍ରଚଳନ ଅରମ୍ଭ କରିଥିଲେ । ଅରକୁଟ ବୟୁକାକତେନ ପୂର୍ବରୁ ଗୁଗଲରେ ଜାଣେ ପ୍ରବନ୍ଧକ ଭାବେ କାମ କରୁଥିଲେ ।[୧]
କୋନୟା, ତୁର୍କିରେ ଜନ୍ମିତ ବୟୁକାକତେନ ଅଙ୍କାରାର ବିଲକେଣ୍ଟ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଇନ୍ଜିନିୟରିଂରେ ବିଏସସିର ଡିଗ୍ରୀ ପ୍ରାପ୍ତ କରିଥିଲେ । ଏହା ପରେ ସ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମଏସ ଏବଂ ସ୍ନାତକ ପ୍ରାପ୍ତ କରିଥିଲେ । ସେ ସ୍ଟାନଫୋର୍ଡରେ କରିଥିବା ଅନୁସନ୍ଧାନ ମଧ୍ୟରୁ ୱେବ ସନ୍ଧାନୀ ଏବଂ ପିଡ଼ିଏ ବ୍ୟବହାର ଅନ୍ୟତମ ।