Clinical data | |
---|---|
Trade names | Generic; many brands[୧] |
Synonyms | Orphenadrine hydrochloride |
AHFS/Drugs.com | monograph |
MedlinePlus | a682162 |
Pregnancy category | |
Routes of administration | By mouth, intravenous, intramuscular |
Legal status | |
Legal status | |
Pharmacokinetic data | |
Bioavailability | 90% |
Protein binding | 95% |
Metabolism | Liver demethylation |
Elimination half-life | 13-20 hours[୨] |
Excretion | Kidney and biliary |
Identifiers | |
| |
ECHA InfoCard | 100.001.372 |
Chemical and physical data | |
Formula | C18H23NO |
Molar mass | ୨୬୯.୩୯ g·mol−1 |
3D model (JSmol) | |
| |
| |
(verify) |
ଅର୍ଫେନାଡ୍ରାଇନ, ଏକ ଔଷଧ ଯାହାକି ମାଂସପେଶୀ ଯନ୍ତ୍ରଣା ସହିତ କଟି ଯନ୍ତ୍ରଣା ଏବଂ ପାର୍କିନସୋନିଜିମ୍ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୩] [୪] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଦିଆଯାଏ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଦ୍ରୁତ ହୃଦସ୍ପନ୍ଦନ, ମୂତ୍ର ଧାରଣ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଅଇ, ନିଦ୍ରାଳୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ।[୩] ଏହା ଏକ ଆଣ୍ଟିକୋଲିନରଜିକ୍ ଏବଂ ଆଣ୍ଟିହିଷ୍ଟାମାଇନ୍ ଶ୍ରେଣୀର ଔଷଧ ।[୩] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ ।[୩]
୧୯୪୦ ଦଶକରେ ଅର୍ଫେନାଡ୍ରାଇନ ବିକଶିତ ହୋଇଥିଲା ଏବଂ ୧୯୫୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୫୦ ମିଗ୍ରାର ୩୦ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £୫୬ ଅଟେ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦ ଡଲାରରୁ କମ୍ ଅଟେ ।[୬]