ଆକାଲାବ୍ରୁଟିନିବ |
|
Trade names | Calquence |
---|
Synonyms | ACP-196 |
---|
AHFS/Drugs.com | monograph |
---|
MedlinePlus | a618004 |
---|
data |
|
---|
Pregnancy category |
- AU: C [୧]
- US: N (Not classified yet) [୧]
|
---|
Routes of administration | By mouth |
---|
|
Legal status |
|
---|
|
- 4-{8-Amino-3-[(2S)-1-(2-butynoyl)-2-pyrrolidinyl]imidazo[1,5-a]pyrazin-1-yl}-N-(2-pyridinyl)benzamide
|
ECHA InfoCard | 100.247.121 |
---|
|
Formula | C26H23N7O2 |
---|
Molar mass | ୪୬୫.୫୨ g·mol−1 |
---|
3D model (JSmol) | |
---|
CC#CC(=O)N1CCC[C@H]1c2nc(c3n2ccnc3N)c4ccc(cc4)C(=O)Nc5ccccn5
|
InChI=1S/C26H23N7O2/c1-2-6-21(34)32-15-5-7-19(32)25-31-22(23-24(27)29-14-16-33(23)25)17-9-11-18(12-10-17)26(35)30-20-8-3-4-13-28-20/h3-4,8-14,16,19H,5,7,15H2,1H3,(H2,27,29)(H,28,30,35)/t19-/m0/s1 Key:WDENQIQQYWYTPO-IBGZPJMESA-N
|
ଆକାଲାବ୍ରୁଟିନିବ, ବେପାର ନାମ କାଲକେନ୍ସ, ଏକ ଔଷଧ ଯାହା ମାଣ୍ଟ୍ଲ ସେଲ ଲିମ୍ଫୋମା (MCL) ଏବଂ କ୍ରୋନିକ୍ ଲିମ୍ଫୋସାଇଟିକ୍ ଲ୍ୟୁକେମିଆ (CLL)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୪] [୫] ଶେଷୋକ୍ତ (CLL) ରୋଗ ପାଇଁ ଏହା ପ୍ରାରମ୍ଭରୁ କିମ୍ବା ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ଲୋକମାନଙ୍କ ପାଇଁ ବ୍ୟବହୃତ ହୋଇପାରେ । [୨] ଏହା ପାଟିରେ ଦିଆଯାଏ । [୬]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଥକ୍କା ଅନୁଭବ, କମ ଲୋହିତ ରକ୍ତ କଣିକା, କମ୍ ପ୍ଲାଲେଟ୍ ଏବଂ କମ ଶ୍ୱେତ ରକ୍ତ କଣିକା ହୋଇପାରେ । [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ରକ୍ତସ୍ରାବ, ପରବର୍ତ୍ତୀ କର୍କଟ ଏବଂ ଆଟ୍ରିଆଲ୍ ଫିବ୍ରିଲେସନ୍ ହୋଇପାରେ । [୬] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୩] ଏହା ଏକ ବ୍ରୁଟନ୍ ଟାଇରୋସିନ୍ କାଇନେଜ ଇନହିବିଟର, ଯାହା କର୍କଟ ରୋଗର କୋଷଗୁଡ଼ିକର ନିର୍ମାଣକୁ ମନ୍ଥର କରିଥାଏ । [୫]
୨୦୧୭ରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆକାଲାବ୍ରୁଟିନିବ ଅନୁମୋଦିତ ହୋଇଥିଲା । [୫] [୪] ଯୁକ୍ତରାଜ୍ୟରେ ୨୦୨୧ରେ ଦୋତିଏ ମାସର ଏହି ଔଷଧ ଖର୍ଚ୍ଚ ୫୧୦୦ ପାଉଣ୍ଡ ଥିଲା ।[୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୫,୦୦୦ ଡଲାର ଅଟେ । [୮]
- ↑ ୧.୦ ୧.୧ "Acalabrutinib (Calquence) Use During Pregnancy". Drugs.com. 23 October 2019. Archived from the original on 28 March 2020. Retrieved 28 March 2020.
- ↑ ୨.୦ ୨.୧ "Calquence EPAR". European Medicines Agency. 20 July 2020. Archived from the original on 17 November 2020. Retrieved 11 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ ୩.୦ ୩.୧ "Calquence- acalabrutinib capsule, gelatin coated". DailyMed. 22 November 2019. Archived from the original on 23 March 2021. Retrieved 11 November 2020.
- ↑ ୪.୦ ୪.୧ ୪.୨ "Acalabrutinib Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2019. Retrieved 16 March 2019.
- ↑ ୫.୦ ୫.୧ ୫.୨ "Calquence EPAR". European Medicines Agency. 20 July 2020. Archived from the original on 17 November 2020. Retrieved 11 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ ୬.୦ ୬.୧ "Calquence- acalabrutinib capsule, gelatin coated". DailyMed. 22 November 2019. Archived from the original on 23 March 2021. Retrieved 11 November 2020.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1010. ISBN 978-0857114105.
- ↑ "Calquence Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 January 2021. Retrieved 13 January 2022.