ଆକିରୋରାପ୍ଟର୍ | |
---|---|
Restoration | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ଡାଇନୋସରିଆ |
ଗୋଷ୍ଠୀ: | ଥେରୋପୋଡ଼ା |
Family: | †Dromaeosauridae |
Clade: | †Eudromaeosauria |
Subfamily: | †Velociraptorinae |
Genus: | †Acheroraptor Evans et al., 2013 |
ଆକିରୋରାପ୍ଟର୍ (Acheroraptor) ଡ୍ରୋମିଓସୌରିଡ଼ ଥେରୋପୋଡ ଡାଇନୋସରମାନଙ୍କର ଏକ ବିଲୁପ୍ତ ଜାତି ଅଟେ ।[୧] ଏହା ଯୁକ୍ତରାଷ୍ଟ୍ର ଆମେରିକାର ମୋଣ୍ଟାନାଠାରେ ମାଷ୍ଟ୍ରିକ୍ସାନ୍ ହେଲ୍ କ୍ରିକ୍ ଫର୍ମେସନ୍ ଅବସ୍ଥାରେ ମିଳିଥିଲା । ଏହାର ଏକ ମାତ୍ର ପ୍ରଜାତି ହେଉଛି Acheroraptor temertyorum । A. temertyorum ବର୍ତ୍ତମାନ ସୁଦ୍ଧା ଜଣାଥିବା ଏହାର ସବୁଠାରୁ କନିଷ୍ଠ ପ୍ରଜାତି । ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।
David C. Evans, Derek W. Larson ଏବଂ Philip J. Currie ୨୦୧୩ ମସିହାରେ ଆକିରୋରାପ୍ଟରର ନାମକରଣ କରିଥିଲେ ଏବଂ ପ୍ରଜାତିଟିର ନାମ ଥିଲା Acheroraptor temertyorum । ଏହି ଜେନେରିକ୍ ନାମ (Acheroraptor) ପ୍ରାଚୀନ ଗ୍ରୀକ ଓ ଲାଟିନ ଶବ୍ଦରୁ ଆସିଛି । ଗ୍ରୀକ ଶବ୍ଦ Ἀχέρων ବା Acheronମାନେ "underworld" (ଏହି Hell Creek Formation ସହ ସମ୍ପର୍କ ଯୋଗୁଁ ), ଏବଂ ଲାଟିନ ଶବ୍ଦ raptorମାନେ "thief" ବା "ଚୋର" । ସ୍ପେସିଫିକ୍ ନାମ (temertyorum), James ଓ Louise Temertyଙ୍କ ସମ୍ମାନାର୍ଥେ ରଖାଯାଇଛି । ଜେମ୍ସ୍ ଟିମିର୍ଟୀ, ନର୍ଥ୍ଲ୍ୟାଣ୍ଡ ପାୱାରର ଚେୟାରମ୍ୟାନ ଓ ରୟାଲ୍ ଓଣ୍ଟାରୀଓ ମ୍ୟୁଜିଅମ୍ର ଗଭର୍ଣ୍ଣର, ଏବଂ ଲାଉସି ଟିମିର୍ଟୀ, ତାଙ୍କ ପତ୍ନୀ, ଏହି ସଂଗ୍ରହାଳୟଟିକୁ ବହୁବର୍ଷ ଧରି ସାହାଯ୍ୟ ଓ ସହଯୋଗ କରିଆସିଥିଲେ ।[୨]
ନିମ୍ନୋକ୍ତ cladogramଟି Acheroraptorର phylogenetic position ଦର୍ଶାଉଛି ।[୨]
Dromaeosauridae |
| ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଏହି ଡାଇନୋସର-ସମ୍ପର୍କିତ ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |