ଆଙ୍ଗୋଲାଟିଟାନ | |
---|---|
![]() | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Reptilia |
ଅଧିଗଣ: | Dinosauria |
ଗଣ: | Saurischia |
ଉପଗଣ: | †Sauropodomorpha |
ଅବଗଣ: | †Sauropoda |
ଅଶ୍ରେଣୀକୃତ: | †Titanosauriformes |
ଅଶ୍ରେଣୀକୃତ: | †Somphospondyli |
ପ୍ରଜାତି: | †Angolatitan Mateus et al., 2011 |
Species | |
|
ଆଙ୍ଗୋଲାଟିଟାନ (English: Angolatitan) ଡାଇନୋସର ବଂଶର ଜୀବ ଅଟେ ।[୧] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଆଫ୍ରିକାରୁ ମିଳିଥିଲା ।[୨] ଏକ ଅଙ୍ଗପ୍ରତ୍ୟଙ୍ଗ ସମ୍ମୁଖର ଆଧାରରେ, ଏହା ଅକ୍ଟାଭିଭୋ ମାଟେଅସ ଏବଂ ସହକର୍ମୀ ମାନଙ୍କଦ୍ୱାରା ୨୦୧୧ ମସିହାରେ ବର୍ଣ୍ଣିତ କରାଯାଇଥିଲା । ଏହା ଏକମାତ୍ର ପ୍ରଜାତି ଅଙ୍ଗୋଲାଟିନ ଏଣ୍ଡମଷ୍ଟର ଅଟେ । ଆଙ୍ଗୋଲାଟିଟାନ ନିଜ ସମୟର ଏକ ଉଦ୍ଦାରୀକରଣ ଋପ ଥିଲାସ, ଯାହା ବିଲୁପ୍ତ କ୍ରୀଟୋସିୟସରେ ଏକ ବେଶଲ ଟିଟୋନୋସୋରିଫାର୍ମ ସ୍ୟୁରୋପୋଡ ଥିଲା, ଯେବେ ଅଧିକ ବ୍ୟୁତ୍ପନ୍ନ ଡାଇନେସର ଅଧିକ ଥିଲେ । ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା । ଆଙ୍ଗୋଲାଟିଟାନ ଏକ ତୃଣଭୋଜୀ ଜୀବ ଥିଲା ।
ଅଙ୍ଗୋଲରେ "ଅଙ୍ଗୋଲନ ସିବିଲ ବାର" ଅନୁଶାରେ, ଅଙ୍ଗୋଲରେ ଚିତ୍ରକୀୟ କ୍ଷେତ୍ରୀୟ ଅନୁସନ୍ଧାନ ସମ୍ଭବ ନଥିଲା । ୧୯୯୫ ମସିହାରେ ଘରୋଇ ଯୁଦ୍ଧ ସମାପ୍ତ ହେବାପରେ, ପାଲେଓ ଅଙ୍ଗୋଲ ପ୍ରୋଜେକ୍ଟ ୧୯୬୦ ମସିହା ଦଶକର ପୂର୍ବରୁ ଅଙ୍ଗୋଲନ ଚିତ୍ରତ୍ତୋର ଅଭିଯାନର ଯୋଜନା ତିଆରି ହୋଇଥିଲା । ଏହି ଅଭିଜାନର ପ୍ରଥମ, ୨୦୦୫ ମସିହାରେ ଅଙ୍ଗୋଲର ଜୀବାଷ୍ମ ସମୃଦ୍ଧ ଉପରୀ କୃତ୍ରୀମ ଚଟାଣର ଠିକଣା ଖୋଜିବା ପାଇଁ ଆରମ୍ଭହେଲା, ଯାହାଦ୍ୱାରା "ଅଙ୍ଗୋଲାଟିଟନ"କୁ ଖୋଜାଯାଇଥିଲା । ମଇ ମାସ '୨୫', ବେଙ୍ଗୋର ପ୍ରାନ୍ତରେ ଇମବେ ପାଖରେ ଏହି ଦିନ ଅକ୍ଟାଭିଓ ମାତୁସଦ୍ୱାରା ଖୋଜିବା କାର୍ଯ୍ୟ ହୋଇଥିଲା, ଏବଂ ମଇ ଓ ଅଗଷ୍ଟ ୨୦୦୬ ମସିହା ଅନୁଷାରେ ଖୋଳିବାର ଆୟୋଜନ କରାଯାଇଥିଲା ।
ଆଙ୍ଗୋଲାଟିଟାନ ବାସଳ ମାକ୍ରୋନାରିଆ ଥିଲା, ଯାହା "ବ୍ରାଚିଓସାଉରସ"ରୁ ଅଧିକ ବାହାରିଥାଏ କିନ୍ତୁ ୟୁହୋଲୋପସରୁ କମ ପ୍ରାପ୍ତ ହୋଇଥାଏ ଏବଂ ଟାଇଟେନୋସାରିୟା ଯାହା ସାୟରୋପାଡ ଜୀବାଷ୍ମ ରେକର୍ଡରେ ଅପେକ୍ଷାକୃତ ଡେରିରେ ଉପସ୍ଥିତ ହେବାର କାରଣ ଉଲ୍ଲେଖନୀୟ ହୋଇଥାଏ ।
{{cite journal}}
: CS1 maint: multiple names: authors list (link)