ଆଡେନୋଭୂତାଣୁ ଟିକା ହେଉଛି କେତେକ ପ୍ରକାରର ଆଡେନୋଭାଇରସ୍ ସଂକ୍ରମଣ ବିରୁଦ୍ଧରେ ଏକ ଟିକା । [ ୧] [ ୨] ନିର୍ଦ୍ଦିଷ୍ଟ ଭାବରେ ଏହା ଇ୪ ଓ ବି୭ ପ୍ରକାର ବିରୁଦ୍ଧରେ ପ୍ରଭାବଶାଳୀ । [ ୩] ଏହା ପାଟିରେ ଦିଆଯାଏ । [ ୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନାକରୁ ପାଣି ବୋହିବା, କାଶ, ଗଣ୍ଠି ଯନ୍ତ୍ରଣା, ବାନ୍ତି, ଏବଂ ତରଳ ଝାଡ଼ା ହୋଇପାରେ । [ ୪] ଗର୍ଭାବସ୍ଥାରେ ଦେବାକୁ ମନା କରାଯାଏ । [ ୪] ଏଥିରେ ଜୀବନ୍ତ (ଆଘାତପ୍ରାପ୍ତ ନୁହେଁ) ଜୀବାଣୁ ରହିଥାଏ। [ ୪] ବଟିକାଗୁଡିକ ଆବୃତ ହୋଇଥାଏ ଯାହା ଫଳରେ ଜୀବାଣୁ ପାକସ୍ଥଳୀ ମଧ୍ୟ ଦେଇ ଯାଇ ଅନ୍ତନଳୀକୁ ସଂକ୍ରମିତ କରନ୍ତି, ଯେଉଁଠାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। [ ୪] [ ୫]
ଯୁକ୍ତରାଷ୍ଟ୍ରରେ ଆମେରିକାର ମିଲିଟାରିଦ୍ୱାରା ଏହି ଆଡେନୋଭାଇରସ୍ ଟିକା ୨୦୧୧ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [ ୪] ପୂର୍ବରୁ ୧୯୬୦ ମସିହାରୁ ଅନ୍ୟ କେତେକ ଟିକା ଦିଆଯାଉଥିଲା । [ ୬]
↑ ୧.୦ ୧.୧ "Adenovirus Vaccine Information Statement | CDC" . www.cdc.gov (in ଆମେରିକୀୟ ଇଂରାଜୀ). 8 April 2021. Archived from the original on 14 August 2021. Retrieved 13 January 2022 .
↑ Tucker SN, Tingley DW, Scallan CD (February 2008). "Oral adenoviral-based vaccines: historical perspective and future opportunity". Expert Rev Vaccines . 7 (1): 25–31. doi :10.1586/14760584.7.1.25 . PMID 18251691 .
↑ Flint, S. Jane; Nemerow, Glen R. (2017). "8. Pathogenesis". Human Adenoviruses: From Villains To Vectors (in ଇଂରାଜୀ). Singapore: World Scientific. p. 153-183. ISBN 978-981-310-979-7 . Archived from the original on 5 May 2022. Retrieved 5 May 2022 .
↑ ୪.୦ ୪.୧ ୪.୨ ୪.୩ ୪.୪ "DailyMed - ADENOVIRUS TYPE 4 AND TYPE 7 VACCINE, LIVE kit" . dailymed.nlm.nih.gov . Archived from the original on 1 December 2021. Retrieved 13 January 2022 .
↑ "Adenovirus Vaccine Monograph for Professionals" . Drugs.com (in ଇଂରାଜୀ). Archived from the original on 25 July 2021. Retrieved 13 January 2022 .
↑ Plotkin, Stanley A.; Orenstein, Walter A. (2008). Vaccines (in ଇଂରାଜୀ) (Fourth ed.). Elsevier. p. 8. ISBN 978-1-4160-3611-1 . Archived from the original on 11 January 2022. Retrieved 19 December 2021 .