ଆପ୍ରେମିଲାଷ୍ଟ |
 |
|
Pronunciation | ə-PREM-i-last |
---|
Trade names | Otezla, Aplex, others |
---|
Synonyms | CC-10004 |
---|
AHFS/Drugs.com | monograph |
---|
MedlinePlus | a614022 |
---|
data |
|
---|
Pregnancy category |
- AU: B3
- US: C (Risk not ruled out) [୧]
|
---|
Routes of administration | By mouth (tablets) |
---|
|
Legal status |
- AU: S4 (Prescription only)
- UK: POM (Prescription only) [୨]
- US: ℞-only
- ℞ (Prescription only)
|
---|
|
Bioavailability | 73%;[୩] Tmax = ~2.5 hours |
---|
Protein binding | c. 68%[୩] |
---|
Metabolism | Liver (CYP3A4, with minor contributions from CYP2A6, CYP1A2)[୩] |
---|
Metabolites | O-desmethylapremilast glucuronide (and others)[୪] |
---|
Elimination half-life | 6–9 hours[୩] |
---|
Excretion | Urine (58%), faeces (39%)[୩] |
---|
|
- N-{2-[(1S)-1-(3-Ethoxy-4-methoxyphenyl)-2-(methylsulfonyl)ethyl]-1,3-dioxo-2,3-dihydro-1H-isoindol-4-yl}acetamide
|
ECHA InfoCard | 100.234.786  |
---|
|
Formula | C22H24N2O7S |
---|
Molar mass | ୪୬୦.୫0 g·mol−1 |
---|
3D model (JSmol) | |
---|
O=S(=O)(C)C[C@H](c1ccc(OC)c(OCC)c1)N3C(=O)c2cccc(c2C3=O)NC(=O)C
|
InChI=1S/C22H24N2O7S/c1-5-31-19-11-14(9-10-18(19)30-3)17(12-32(4,28)29)24-21(26)15-7-6-8-16(23-13(2)25)20(15)22(24)27/h6-11,17H,5,12H2,1-4H3,(H,23,25)/t17-/m1/s1 Key:IMOZEMNVLZVGJZ-QGZVFWFLSA-N
|
ଆପ୍ରେମିଲାଷ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଓଟେଜଲା, ହେଉଛି ପ୍ଲେକ୍ ସୋରିଆସିସ୍, ସୋରିଆଟିକ୍ ଆର୍ଥ୍ରାଇଟିସ୍ ଏବଂ ବେସେଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୫] [୬] ଅନ୍ୟ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ନ ହେଲେ ଏହା ବ୍ୟବହୃତ ହୁଏ । [୫] ଏହା ପାଟିରେ ଦିଆଯାଏ । [୭]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ସାଧାରଣ ଥଣ୍ଡା ଏବଂ ମୁଣ୍ଡବିନ୍ଧା ହୋଇପାରେ । [୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅବସାଦ ଏବଂ ଓଜନ ହ୍ରାସ ହୋଇପାରେ । [୬] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଅନ୍ୟ ପ୍ରାଣୀମାନଙ୍କର କ୍ଷତି ହେବାର ପ୍ରମାଣ ରହିଛି। [୮] ଏହା ଏନଜାଇମ୍ ଫସଫୋଡିଏଷ୍ଟେରେଜ୍ 4 (PDE4)ର ଏକ ପ୍ରତିବନ୍ଧକ ଯାହାଦ୍ୱାରା ସାଇଟୋକିନସ ହ୍ରାସ ହୁଏ । [୫]
୨୦୧୪ରେ ଆମେରିକାରେ ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା ବ୍ୟବହାର ନିମନ୍ତେ ଆପ୍ରେମିଲାଷ୍ଟ ଅନୁମୋଦିତ ହୋଇଥିଲା । [୫] [୬] ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସା ଖର୍ଚ୍ଚ ୫୫୦ ପାଉଣ୍ଡ ।[୭] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୪,୧୦୦ ଡଲାର । [୯]
- ↑ "Apremilast (Otezla) Use During Pregnancy". Drugs.com. 27 September 2019. Archived from the original on 4 December 2020. Retrieved 19 April 2020.
- ↑ "Otezla 30 mg Film-Coated Tablets - Summary of Product Characteristics (SmPC)". (emc). 15 April 2020. Archived from the original on 15 January 2021. Retrieved 19 April 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Otezla (aprelimast) dosing, indications, interactions, adverse effects, and more". Medscape Reference. WebMD. Archived from the original on 17 October 2014. Retrieved 28 March 2014.
- ↑ Haberfeld H, ed. (2015). Austria-Codex (in ଜର୍ମାନ). Vienna: Österreichischer Apothekerverlag.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Otezla". Archived from the original on 3 March 2020. Retrieved 15 January 2022.
- ↑ ୬.୦ ୬.୧ ୬.୨ "DailyMed - OTEZLA- apremilast tablet, film coated". dailymed.nlm.nih.gov. Archived from the original on 15 January 2022. Retrieved 15 January 2022.
- ↑ ୭.୦ ୭.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1165. ISBN 978-0857114105.
- ↑ "Apremilast (Otezla) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 15 January 2022.
- ↑ "Otezla Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 25 May 2016. Retrieved 15 January 2022.