![]() | |
Clinical data | |
---|---|
Pronunciation | /ˌæfəmɛˈlænoʊtaɪd/ (![]() |
Trade names | Scenesse |
Synonyms | [Nle4,D-Phe7]α-MSH; NDP-α-MSH; NDP-MSH; Melanotan; Melanotan-1; Melanotan I; EPT1647; CUV1647; |
AHFS/Drugs.com | monograph |
data |
|
Pregnancy category | |
Routes of administration | Subcutaneous implant |
Legal status | |
Legal status | |
Pharmacokinetic data | |
Elimination half-life | 30 minutes[୨] |
Identifiers | |
| |
Chemical and physical data | |
Formula | C78H111N21O19 |
Molar mass | ୧,୬୪୬.୮୭ g·mol−1 |
3D model (JSmol) | |
| |
| |
(verify) |
ଆଫେମେଲାନୋଟାଇଡ, ବେପାର ନାମ ସେନେସେ, ଏକ ଔଷଧ ଯାହା ଏରିଥ୍ରୋପୋଏଟିକ୍ ପ୍ରୋଟୋପୋର୍ଫିରିଆରେ ସୂର୍ଯ୍ୟ କିରଣରୁ ଚର୍ମକୁ ନଷ୍ଟ ନ କରିବା ପାଇଁ ବ୍ୟବହୃତ ହୁଏ । [୩] ଯନ୍ତ୍ରଣା ହେବା ପୂର୍ବରୁ ଏହା ଆଲୋକର ପରିମାଣ ଯଥେଷ୍ଟ ବୃଦ୍ଧି ହୋଇଥାଏ । [୩] ଏହା ଚର୍ମ ତଳେ ପ୍ରତିରୋପଣ ଭାବରେ ବ୍ୟବହୃତ ହୁଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କାଶ, ଥକାପଣ, ନିଦ୍ରା, ଚର୍ମ କଳାପଡ଼ିବା ବାଚର୍ମର ପିଗମେଣ୍ଟେସନ୍ ଏବଂ ଚର୍ମର ଉତ୍ତେଜନା ହୋଇପାରେ । [୩] ବୃକ୍କ କିମ୍ବା ଯକୃତ ଜନିତ ସମସ୍ୟାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ। [୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୩] ଏହା ଏକ ମେଲାନୋକର୍ଟିନ୍ ୧ ରିସେପ୍ଟର (MC1-R) ଆକ୍ଟିଭେଟର, ଯାହା ଚର୍ମଦ୍ୱାରା ଉତ୍ପାଦିତ ଗାଢ଼ ରଙ୍ଗର ପରିମାଣକୁ ବୃଦ୍ଧି ହୋଇଥାଏ । [୩] [୪]
୨୦୧୫ ମସିହାରେ ୟୁରୋପରେ ଏବଂ ୨୦୧୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଫାମେଲାନୋଟାଇଡ୍ ଅନୁମୋଦିତ ହୋଇଥିଲା। [୫] [୪] ୨୦୨୨ ସୁଦ୍ଧା ଏହା ବର୍ତ୍ତମାନ ବ୍ରିଟେନରେ ଉପଲବ୍ଧ ହୋଇନାହିଁ। [୬] ଯୁକ୍ତରାଷ୍ଟ୍ରରେ ୨୦୨୨ରେ ଏହାର ପ୍ରତି ପ୍ରତିରୋପଣ ପାଇଁ ୪୯,୦୦୦ ଡଲାର ଖର୍ଚ୍ଚ ହୋଇଛି। [୭]