ଆବିରାଟେରୋନ ଆସେଟେଟ Pronunciation a" bir a' ter one Trade names Zytiga, Yonsa, others Synonyms CB-7630; JNJ-212082; 17-(3-Pyridinyl)androsta-5,16-dien-3β-ol acetate AHFS /Drugs.com monograph MedlinePlus a611046 data
Pregnancy category
AU : D [ ୧]
US : N (Not classified yet) [ ୧]
Routes of administration By mouth (tablets )[ ୨] [ ୩] Legal status
Bioavailability Unknown, but may be 50% at most on empty stomach[ ୭] Protein binding Abiraterone: ~99.8% (to albumin and α1 -AGp )[ ୭] [ ୨] [ ୬] Metabolism Esterases , CYP3A4 , SULT2A1 [ ୬] Metabolites Abiraterone, others[ ୨] [ ୭] Elimination half-life Abiraterone: 12–24 hours[ ୨] [ ୭] [ ୩] Excretion Feces : 88%[ ୨] [ ୬] Urine : 5%[ ୨] [ ୬] [ ୩]
[(3S ,8R ,9S ,10R ,13S ,14S )-10,13-dimethyl-17-pyridin-3-yl-2,3,4,7,8,9,11,12,14,15-decahydro-1H -cyclopenta[a ]phenanthren-3-yl] acetate
ECHA InfoCard 100.149.063 Formula C 26 H 33 N O 2 Molar mass ୩୯୧.୫୬ g·mol−1 3D model (JSmol ) Melting point 144 to 145 °C (291 to 293 °F) [ ୮]
CC(=O)O[C@H]1CC[C@@]2([C@H]3CC[C@]4([C@H]([C@@H]3CC=C2C1)CC=C4C5=CN=CC=C5)C)C
InChI=1S/C26H33NO2/c1-17(28)29-20-10-12-25(2)19(15-20)6-7-21-23-9-8-22(18-5-4-14-27-16-18)26(23,3)13-11-24(21)25/h4-6,8,14,16,20-21,23-24H,7,9-13,15H2,1-3H3/t20-,21-,23-,24-,25-,26+/m0/s1
Y Key:UVIQSJCZCSLXRZ-UBUQANBQSA-N
Y
ଆବିରାଟେରୋନ ଆସେଟେଟ, ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟୀକ ନାମ ଜାଇଟିଗା/ Zytiga, ଏକ ଔଷଧ ଯାହା ପ୍ରୋଷ୍ଟେଟ କ୍ୟାନସରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [ ୯] ନିର୍ଦ୍ଦିଷ୍ଟ ଭାବରେ ଏହା ଏକ କର୍ଟିକୋଷ୍ଟିରଏଡ ସହିତ ମେଟାଷ୍ଟାଟିକ କାଷ୍ଟ୍ରେସନ-ପ୍ରତିରୋଧୀ ପ୍ରୋଷ୍ଟେଟ୍ କର୍କଟ (mCRPC) ଏବଂ ମେଟାଷ୍ଟାଟିକ୍ ଉଚ୍ଚ ବିପଦପୂର୍ଣ୍ଣ କାଷ୍ଟ୍ରେସନ୍-ସମ୍ବେଦନଶୀଳ ପ୍ରୋଷ୍ଟେଟ୍ କର୍କଟ (mCSPC) ରୋଗମାନଙ୍କ ପାଇଁ ବ୍ୟବହୃତ ହୁଏ | [ ୧୦] [ ୧୧] ମୁଷ୍କ ବା ଟେଷ୍ଟିସ ଅପସାରଣ ପରେ କିମ୍ବା ଗୋନାଡୋଟ୍ରୋପିନ-ରିଲିଜିଙ୍ଗ ହରମୋନ ଆନାଲଗ (GnRH) ସହିତ ଏହାକୁ ବ୍ୟବହାର କରାଯିବା ଉଚିତ୍ | [ ୨] ଏହା ପାଟିରେ ଦିଆଯାଏ | [ ୧୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ବାନ୍ତି , ମୁଣ୍ଡବିନ୍ଧା , ଗଣ୍ଠି ଯନ୍ତ୍ରଣା, ଉଚ୍ଚ ରକ୍ତଚାପ , ଫୁଲା , ନିମ୍ନ ରକ୍ତ ପୋଟାସିୟମ୍ , ଉଚ୍ଚ ରକ୍ତ ଶର୍କରା, ଗରମ ଫ୍ଲାସ, ତରଳ ଝାଡ଼ା ଏବଂ କାଶ ହୋଇପାରେ | [ ୯] [ ୧୦] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ବିଫଳତା ଏବଂ ଆଡ୍ରେନୋକର୍ଟିକାଲ୍ ଅଭାବ ହୋଇପାରେ | [ ୨] ଯେଉଁ ପୁରୁଷଙ୍କ ସହଭାଗୀମାନେ ଗର୍ଭବତୀ ହୋଇପାରନ୍ତି, ସେମାନଙ୍କର ଜନ୍ମ ନିୟନ୍ତ୍ରଣକୁ ସୁପାରିଶ କରାଯାଏ | [ ୨] ଆବିରାଟେରୋନ ଆସେଟେଟ ଶରୀରରେ ଆବିରାଟେରୋନରେ ପରିଣତ ହୁଏ | [ ୨] ଆଣ୍ଡ୍ରୋଜେନ ବିଶେଷତଃ ସିୱାଇପି୧୭ଏ୧କୁ ପ୍ରତିରୋଧ କରି ଏହା ଟେଷ୍ଟୋଷ୍ଟେରନ ଉତ୍ପାଦନ କମେଇଦିଏ | [ ୧୨] ଏହା କରିବାଦ୍ୱାରା ଏହା ପ୍ରୋଷ୍ଟେଟ କର୍କଟରେ ଏହିଭଳି ହରମୋନମାନଙ୍କ ପ୍ରଭାବକୁ ରୋକିଥାଏ | [ ୧୨]
୧୯୯୫ ମସିହାରେ ପ୍ରଥମେ ଆବିରାଟେରୋନ ଆସେଟେଟକୁ ବର୍ଣ୍ଣନା କରାଯାଇଥିଲା ଏବଂ ୨୦୧୧ରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା । [ ୧୩] [ ୧୦] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[ ୧୪] ଯୁକ୍ତରାଜ୍ୟରେ ୨୦୧୮ ସୁଦ୍ଧା ଏହା ନିମନ୍ତେ ଏନଏଚଏସ ୨,୭୦୦ ପାଉଣ୍ଡ ଖର୍ଚ୍ଚ କରେ | [ ୧୫] ଯୁକ୍ତରାଷ୍ଟ୍ରରେ ଏହି ରାଶି ୨୦୧୯ ମସିହା ସୁଦ୍ଧା ୩,୩୯୯ ଆମେରିକୀୟ ଡଲାର ଅଟେ। [ ୧୬] ଏହି ଓଷଧ ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ବିକ୍ରୟ ହୁଏ | [ ୧୭]
↑ ୧.୦ ୧.୧ "Abiraterone Use During Pregnancy" . Drugs.com . 13 March 2020. Retrieved 8 June 2020 .
↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Zytiga- abiraterone acetate tablet, film coated" . DailyMed . 13 June 2019. Retrieved 15 November 2019 .
↑ ୩.୦ ୩.୧ ୩.୨ "Yonsa- abiraterone acetate tablet" . DailyMed . 5 June 2018. Retrieved 15 November 2019 .
↑ "Zytiga abiraterone acetate product information" (PDF) . TGA eBusiness Services . Janssen-Cilag Pty Ltd. 1 March 2012. Retrieved 24 January 2014 .
↑ "Zytiga 500 mg film-coated tablets - Summary of Product Characteristics (SmPC)" . electronic medicines compendium (emc) . Datapharm. 4 March 2019. Archived from the original on 15 November 2019. Retrieved 15 November 2019 .
↑ ୬.୦ ୬.୧ ୬.୨ ୬.୩ "Meeting Library - Meeting Library" . meetinglibrary.asco.org . Archived from the original on 2016-09-20. Retrieved 2022-03-13 .
↑ ୭.୦ ୭.୧ ୭.୨ ୭.୩ Benoist GE, Hendriks RJ, Mulders PF, Gerritsen WR, Somford DM, Schalken JA, van Oort IM, Burger DM, van Erp NP (November 2016). "Pharmacokinetic Aspects of the Two Novel Oral Drugs Used for Metastatic Castration-Resistant Prostate Cancer: Abiraterone Acetate and Enzalutamide" . Clin Pharmacokinet . 55 (11): 1369–1380. doi :10.1007/s40262-016-0403-6 . PMC 5069300 . PMID 27106175 .
↑ Potter, Gerard A.; Barrie, S. Elaine; Jarman, Michael; Rowlands, Martin G. (1995). "Novel Steroidal Inhibitors of Human Cytochrome P45017 alpha (17.alpha.-Hydroxylase-C17,20-lyase): Potential Agents for the Treatment of Prostatic Cancer". Journal of Medicinal Chemistry . 38 (13): 2463–2471. doi :10.1021/jm00013a022 . ISSN 0022-2623 . PMID 7608911 .
↑ ୯.୦ ୯.୧ "Abiraterone Acetate Monograph for Professionals" . Drugs.com (in ଇଂରାଜୀ). Retrieved 15 November 2019 .
↑ ୧୦.୦ ୧୦.୧ ୧୦.୨ "Zytiga- abiraterone acetate tablet, film coated" . DailyMed . 13 June 2019. Retrieved 15 November 2019 .
↑ "Yonsa- abiraterone acetate tablet" . DailyMed . 5 June 2018. Retrieved 15 November 2019 .
↑ ୧୨.୦ ୧୨.୧ ୧୨.୨ "Abiraterone Acetate Monograph for Professionals" . Drugs.com (in ଇଂରାଜୀ). Retrieved 15 November 2019 .
↑ "Where did abiraterone come from?" . Cancer Research UK. 2011-09-21. Archived from the original on 2011-09-25. Retrieved 2011-09-28 .
↑ World Health Organization (2019). World Health Organization model list of essential medicines: 21st list 2019 . Geneva: World Health Organization. hdl :10665/325771 . WHO/MVP/EMP/IAU/2019.06. License: CC BY-NC-SA 3.0 IGO.
↑ British national formulary : BNF 76 (76 ed.). Pharmaceutical Press. 2018. p. 921. ISBN 9780857113382 .
↑ "Abiraterone Prices, Coupons & Patient Assistance Programs" . Drugs.com (in ଇଂରାଜୀ).
↑ "Abiraterone" . Drugs.com .