Clinical data | |
---|---|
Pronunciation | A va PRI ti nib |
Trade names | Ayvakit, Ayvakyt |
Synonyms | BLU-285, BLU285 |
AHFS/Drugs.com | monograph |
MedlinePlus | a620013 |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C26H27FN10 |
Molar mass | ୪୯୮.୫୭ g·mol−1 |
3D model (JSmol) | |
| |
|
ଆଭାପ୍ରିଟିନିବ, ଏକ ବେପାର ନାମ ଆୟାଭାକିତ, ଏକ ଔଷଧ ଯାହା ସିଷ୍ଟମିକ୍ ମାଷ୍ଟୋସାଇଟିସ ଏବଂ ପାକଅନ୍ତନଳୀ ଷ୍ଟ୍ରୋମାଲ ଟ୍ୟୁମର (GIST)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ପାକଅନ୍ତନଳୀ ଷ୍ଟ୍ରୋମାଲ ଟ୍ୟୁମରରେ (GIST) ଏହା ଏକ ପ୍ଲାଲେଟ୍-ଉତ୍ପାଦିତ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର ଏ (PDGFRA) ଏକ୍ସନ୍ ୧୮ ମ୍ୟୁଟେସନ୍ ମାମଲା ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଥକାପଣ, ନିମ୍ନ ଲୋହିତ କଣିକା, ଫୁଲା, ଅଧିକ ବିଲିରୁବିନ, ତରଫ ଝାଡ଼ା ଏବଂ ଭୁଲିଯିବା ପ୍ରକୃତି ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ଲୁରାଲ୍ ଇଫ୍ୟୁଜନ୍ ଏବଂ ଇଣ୍ଟାକ୍ରାନିଆଲ୍ ରକ୍ତସ୍ରାବ ହୋଇପାରେ । [୨] [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୨] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ପିଡିଜିଏଫଆରଏ (PDGFRA)ର କାର୍ଯ୍ୟକଳାପକୁ ଅବରୋଧ କରିଥାଏ ।[୧]
୨୦୨୦ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଭାପ୍ରିଟିନିବ ଅନୁମୋଦିତ ହୋଇଥିଲା। [୨] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୨୬୭୦୦ ଡଲାର ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୪,୨୦୦ ଡଲାର ଅଟେ । [୪]