Amygdolodon ଜୀବାଶ୍ମ କାଳ: Middle Jurassic
| |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Sauropsida |
ଗଣ: | Saurischia |
ଉପଗଣ: | Sauropodomorpha |
କୁଳ: | Cetiosauridae |
ପ୍ରଜାତି: | Amygdalodon |
ଜାତି: | A. patagonicus |
ବାଇନୋମିଆଲ ନାମ | |
Amygdalodon patagonicus Cabrera, 1947
|
ଆମିଗ୍ଡେଲଡନ (English: Amygdalodon;/əmɪɡˈdælədɒn/; "almond tooth" for its almond shaped teeth) ଡାଇନୋସର ବଂଶର ଜୀବ ଅଟେ ।[୧] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଦକ୍ଷିଣ ଆମେରିକାରୁ ମିଳିଥିଲା ।[୨]
ଏହି ଡାଇନୋସରଟି ଜୁରାସିକ ଯୁଗରେ ବାସ କରୁଥିଲା ।
ଏହି ଡାଇନୋସର-ସମ୍ପର୍କିତ ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |