Clinical data | |
---|---|
Trade names | Brovana |
Synonyms | Arformoterol tartrate |
AHFS/Drugs.com | monograph |
MedlinePlus | a602023 |
data |
|
Routes of administration | Inhalation solution for nebuliser |
Legal status | |
Legal status |
|
Pharmacokinetic data | |
Protein binding | 52–65% |
Elimination half-life | 26 hours |
Identifiers | |
| |
Chemical and physical data | |
Formula | C19H24N2O4 |
Molar mass | ୩୪୪.୪୧ g·mol−1 |
| |
(verify) |
ଆରଫୋରମୋଟେରୋଲ, ବେପାର ନାମ ବ୍ରୋଭାନା, ହେଉଛି ଏକ ଔଷଧ ଯାହାକି କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗର (COPD) ଦୀର୍ଘକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ହଠାତ୍ ରୋଗ ଗମ୍ଭୀର ହେଲେ ଏହା ଦେବାକୁ ସୂଚିତ କରାଯାଇ ନାହିଁ । [୨] ଏହା ନିବୁଲାଇଜେସନଦ୍ୱାରା ଦିଆଯାଏ । [୧] ଏହାର ସର୍ବାଧିକ ପ୍ରଭାବ 3 ଘଣ୍ଟା ରହିପାରେ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ସାଇନୁସାଇଟିସ୍, ରାସ, ପେରିଫେରାଲ୍ ଫୁଲା ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପୋଟାସିୟମ୍, ଆନାଫାଇଲାକ୍ସିସ୍ ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ଏକ ଦୀର୍ଘ କାର୍ଯ୍ୟ କ୍ଷମ
β<sub id="mwIA">୨</sub> ଆଡ୍ରେନୋରିସେପ୍ଟର ଆଗୋନିଷ୍ଟ (LABA)। [୧] ଏହା ଫର୍ମୋଟେରୋଲର ସକ୍ରିୟ ଉପାଦାନ | [୧]
୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆର୍ମଫୋଟେରୋଲକୁ ଅନୁମୋଦନ କରାଯାଇଥିଲା। [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ମାସର ଔଷଧର ମୂଲ୍ୟ ପ୍ରାୟ ୨୪୦ ଡଲାର ଅଟେ। [୩]