ଆର୍ଟିମେଥର Trade names many[ ୨] AHFS /Drugs.com International Drug Names Pregnancy category
US : C (Risk not ruled out)
Routes of administration intramuscular[ ୧] ATC code Legal status
UK : POM (Prescription only)
(3R ,5aS ,6R ,8aS ,9R ,10S ,12R ,12aR )-10-methoxy-3,6,9-trimethyldecahydro-12H -3,12-epoxy[1,2]dioxepino[4,3-i ]-2-benzopyran
CAS Number PubChem CID DrugBank ChemSpider UNII KEGG ChEBI ChEMBL ECHA InfoCard 100.189.847 Formula C 16 H 26 O 5 Molar mass 298.374 g/mol 3D model (JSmol )
C[C@@H]1CC[C@@H]3C42OO[C@](C)(CC[C@@H]12)O[C@H]4O[C@H](OC)[C@@H]3C
InChI=1S/C16H26O5/c1-9-5-6-12-10(2)13(17-4)18-14-16(12)11(9)7-8-15(3,19-14)20-21-16/h9-14H,5-8H2,1-4H3/t9-,10-,11+,12+,13+,14-,15-,16-/m1/s1
Y Key:SXYIRMFQILZOAM-HVNFFKDJSA-N
Y
ଆର୍ଟିମେଥର (ଇଂରାଜୀ ଭାଷାରେ Artemether ) ଏକ ଔଷଧ ଯାହା ମ୍ୟାଲେରିଆ ରୋଗରେ ବ୍ୟବହାର କରାଯାଏ । ସାଂଘାତିକ ମ୍ୟାଲେରିଆରେ କୁଇନାଇନ (quinine ) ଅପେକ୍ଷା ଏହି ଔଷଧର ଇଞ୍ଜେକସନ ଦେବାକୁ ଅଧିକ ପସନ୍ଦ କରାଯାଏ । ଏହା ଆର୍ଟେସୁନେଟ ଭଳି ଏତେ ପ୍ରଭାବଶାଳୀ ନ ହୋଇପାରେ । ଇଞ୍ଜେକସନ ଆକାରରେ injection in a muscle ଏହା ମାଂସପେଶୀରେ ଦିଆଯାଏ ।[ ୧] ଅନ୍ୟ ଏକ ଔଷଧ ଲୁମିଫାଣ୍ଟ୍ରିନ ସାଥିରେ ଏହା ପାଟିରେ ଦିଆଯାଏ ଯାହାକୁ ଆର୍ଟିମେଥର/ଲୁମିଫାଣ୍ଟ୍ରିନ କୁହାଯାଏ ।[ ୩]
ଆର୍ଟିମେଥର ଅଳ୍ପ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ । କ୍ୱଚିତ ଅନିୟମିତ ହୃଦ୍ଗତି (irregular heartbeat ) ହୁଏ । ପ୍ରାଣୀମାନଙ୍କଠାରେ ଏହା ଗର୍ଭାବସ୍ଥାରେ ବିପଦ ଦେଖାଇଲେ ମଧ୍ୟ ମଣିଷ ଦେହରେ କୌଣସି ଚିନ୍ତା ଜନକ ଅବସ୍ଥାର ପ୍ରମାଣ ମିଳିନାହିଁ । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization ) ଏହାକୁ ଗର୍ଭାବସ୍ଥାରେ ଦେବାକୁ ସୁପାରିସ କରିଛି । ଏହା ଆର୍ଟେମିସିନିନ (artemisinin ) ଶ୍ରେଣୀର ଏକ ଔଷଧ ।[ ୪]
ସନ ୧୯୮୧ରେ ଆର୍ଟିମେଥର ପ୍ରସ୍ତୁତ ହେବାପରେ ସନ ୧୯୮୭ରୁ ଡାକ୍ତରୀ ଚିକିତ୍ସାରେ ବ୍ୟବହାର କରାଯାଉଛି ।[ ୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[ ୬] ବିକାଶଶୀଳ ଦେଶମାନଙ୍କରେ (developing world ) ଏହାର ଏକ ଭାଏଲ ପିଛା ହୋଲସେଲ ମୂଲ୍ୟ ୦.୩୮ରୁ ୧୬.୪୭ ଆମେରିକୀୟ ଡଲାର । [ ୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମିଶ୍ରିତ ଔଷଧର ଏକ କୋର୍ଷର ମୂଲ୍ୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[ ୮]
↑ ୧.୦ ୧.୧ Esu, E; Effa, EE; Opie, ON; Uwaoma, A; Meremikwu, MM (11 September 2014). "Artemether for severe malaria". The Cochrane database of systematic reviews . 9 : CD010678. doi :10.1002/14651858.CD010678.pub2 . PMID 25209020 .
↑ "Artemether - Drugs.com" . www.drugs.com . Retrieved 7 December 2016 .
↑ "Artemether and Lumefantrine" . The American Society of Health-System Pharmacists. Retrieved 28 November 2016 .
↑ Kovacs, SD; Rijken, MJ; Stergachis, A (February 2015). "Treating severe malaria in pregnancy: a review of the evidence" . Drug safety . 38 (2): 165–81. doi :10.1007/s40264-014-0261-9 . PMC 4328128 . PMID 25556421 .
↑ Rao, Yi; Zhang, Daqing; Li, Runhong (2016). Tu Youyou and the Discovery of Artemisinin: 2015 Nobel Laureate in Physiology or Medicine (in ଇଂରାଜୀ). World Scientific. p. 162. ISBN 9789813109919 .
↑ "WHO Model List of EssentialMedicines" (PDF) . World Health Organization . October 2013. Retrieved 22 April 2014 .
↑ "Artemether" . International Drug Price Indicator Guide . Retrieved 1 January 2016 .[permanent dead link ]
↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition . Jones & Bartlett Learning. p. 45. ISBN 9781284057560 .