ଆଲପେଲିସିବ![](//upload.wikimedia.org/wikipedia/commons/thumb/9/93/Alpelisib.svg/220px-Alpelisib.svg.png) |
|
Trade names | Piqray |
---|
Synonyms | BYL719 |
---|
AHFS/Drugs.com | monograph |
---|
MedlinePlus | a619036 |
---|
data |
|
---|
Pregnancy category |
- AU: D [୧]
- US: N (Not classified yet) [୨]
|
---|
Routes of administration | By mouth |
---|
|
Legal status |
|
---|
|
- (2S)-1-N-[4-Methyl-5-[2-(1,1,1-trifluoro-2-methylpropan-2-yl)pyridin-4-yl]-1,3-thiazol-2-yl]pyrrolidine-1,2-dicarboxamide
|
ECHA InfoCard | 100.233.704 ![Edit this at Wikidata](//upload.wikimedia.org/wikipedia/commons/thumb/8/8a/OOjs_UI_icon_edit-ltr-progressive.svg/10px-OOjs_UI_icon_edit-ltr-progressive.svg.png) |
---|
|
Formula | C19H22F3N5O2S |
---|
Molar mass | ୪୪୧.୪୭ g·mol−1 |
---|
3D model (JSmol) | |
---|
CC1=C(SC(=N1)NC(=O)N2CCCC2C(=O)N)C3=CC(=NC=C3)C(C)(C)C(F)(F)F
|
InChI=1S/C19H22F3N5O2S/c1-10-14(11-6-7-24-13(9-11)18(2,3)19(20,21)22)30-16(25-10)26-17(29)27-8-4-5-12(27)15(23)28/h6-7,9,12H,4-5,8H2,1-3H3,(H2,23,28)(H,25,26,29)/t12-/m0/s1 Key:STUWGJZDJHPWGZ-LBPRGKRZSA-N
|
ଆଲପେଲିସିବ, ବିକ୍ରୟ ନାମ ପିକ୍ରାଇ, ହେଉଛି ଏକ କେମୋଥେରାପି ଔଷଧ ଯାହାକି କେତେକ ପ୍ରକାରର ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୫] ଏହା ଫଲଭେଷ୍ଟ୍ରାଣ୍ଟ ସହିତ ଏକତ୍ର ବ୍ୟବହୃତ ହୁଏ । [୫] ରୋଗ ଖରାପ ନହୋଇ ପ୍ରାୟ ୫ ମାସର ଜୀବନ ଅଧିକ ଦେଇଥାଏ । [୩] ଏହା ପାଟିରେ ଦିଆଯାଏ । [୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ବୃକ୍କ ସମସ୍ୟା, ତରଳ ଝାଡ଼ା, ରାସ, ନିମ୍ନ ରକ୍ତ କଣିକା, ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ, ବାନ୍ତି ଏବଂ କେଶହାନୀ ହୋଇପାରେ । [୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍, ଅନୁର୍ବରତା ଏବଂ ନିମୋନିଆ ହୋଇପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୫] ଏହା ଏକ ଆଲଫା-ନିର୍ଦ୍ଦିଷ୍ଟ ପିଆଇକେ (PI3K) ପ୍ରତିବନ୍ଧକ । [୫]
୨୦୧୯ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୩][୫] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ଏକ ମାସ ଖର୍ଚ୍ଚର ମୂଲ୍ୟ ୧୭,୦୦୦ ଡଲାର । [୭]
- ↑ ୧.୦ ୧.୧ "Piqray Australian prescription medicine decision summary". Therapeutic Goods Administration (TGA). 27 March 2020. Archived from the original on 27 August 2021. Retrieved 16 August 2020.
- ↑ "Alpelisib (Piqray) Use During Pregnancy". Drugs.com. 29 July 2019. Archived from the original on 3 December 2020. Retrieved 16 August 2020.
- ↑ ୩.୦ ୩.୧ ୩.୨ "Piqray EPAR". European Medicines Agency (EMA). 26 May 2020. Archived from the original on 14 August 2020. Retrieved 16 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ "Piqray- alpelisib tablet Piqray- alpelisib kit". DailyMed. 12 June 2020. Archived from the original on 28 October 2020. Retrieved 16 August 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Alpelisib Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2019. Retrieved 19 July 2021.
- ↑ "FDA approves first PI3K inhibitor for breast cancer" (Press release). 24 May 2019. Archived from the original on 25 November 2019. Retrieved 29 May 2019.
- ↑ "Piqray Prices, Coupons & Savings Tips - GoodRx". GoodRx. Archived from the original on 6 October 2021. Retrieved 19 July 2021.