![]() | |
![]() | |
Clinical data | |
---|---|
Trade names | Axert |
Synonyms | Almotriptan hydrogen malate[୧] |
AHFS/Drugs.com | monograph |
MedlinePlus | a603028 |
data |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 70% |
Protein binding | 35% |
Metabolism | Liver |
Elimination half-life | 3–4 hours |
Identifiers | |
| |
Chemical and physical data | |
Formula | C17H25N3O2S |
Molar mass | ୩୩୫.୪୭ g·mol−1 |
3D model (JSmol) | |
| |
| |
(verify) |
ଆଲମୋଟ୍ରିପଟାନ (ବିକ୍ରୟନାମ ଆକ୍ସର୍ଟ ଇତ୍ୟାଦି), ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] [୫] ୧୧ ବର୍ଷ ବୟସରୁ ଅଧିକ ଲୋକଙ୍କଠାରେ ବ୍ୟବହୃତ ହୋଇପାରେ । କ୍ଲଷ୍ଟର ମୁଣ୍ଡବିନ୍ଧା ପାଇଁ ଏହା କେତେଦୂର ଫଳପ୍ରଦ ତାହାର ପ୍ରମାଣ ଅଭାବ ଅଛି । [୫] ଏହା ପାଟିରେ ଦିଆଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଶୁଖିଲା ପାଟି, ନିଦ୍ରାଳୁ ଭାବ ଏବଂ କାଲୁଆ ହୋଇପାରେ ।[୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍ପିଣ୍ଡ ସମସ୍ୟା, ଷ୍ଟ୍ରୋକ, ରେନଡ ସିଣ୍ଡ୍ରୋମ, ସେରୋଟୋନିନ୍ ସିଣ୍ଡ୍ରୋମ ଏବଂ ଔଷଧର ଅତ୍ୟଧିକ ବ୍ୟବହାର ଯୋଗୁ ମୁଣ୍ଡବିନ୍ଧା ହୋଇପାରେ । [୬] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୬] ଏହା ଏକ ଟ୍ରିପ୍ଟାନ ଶ୍ରେଣୀ ଅନ୍ତର୍ଭୁକ୍ତ । [୧]
୧୯୯୨ ମସିହାରେ ଆଲମୋଟ୍ରିପଟାନ ପେଟେଣ୍ଟ କରାଯାଇଥିଲା ଏବଂ ୨୦୦୦ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ଔଷଧ ପାଇଁ ପ୍ରାୟ ୨.୮୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ। [୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ $୯ ଡଲାର ଅଟେ। [୮]
{{cite web}}
: CS1 maint: archived copy as title (link)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)